ପାକିସ୍ତାନକୁ_ରୋକଠୋକ_ଜବାବ -ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ପ୍ରସଙ୍ଗ.

ପାକିସ୍ତାନକୁ_ରୋକଠୋକ_ଜବାବ -ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ପ୍ରସଙ୍ଗ.
-ଏପରିକି ଆତଙ୍କବାଦ ନେଇ ଆଲୋଚନା ପାଇଁ ଆଗ୍ରହ ପ୍ରସଙ୍ଗ.
-ଦ୍ବିପାକ୍ଷିକ ଆଲୋଚନା ନେଇ ଆଭିମୁଖ୍ୟ ସ୍ପଷ୍ଟ କହିଲେ MEA ମୁଖପାତ୍ର.
-ଆମେ କହି ସାରିଛୁ ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିପାରିବନି
-ପାକିସ୍ତାନ ଆମକୁ ଆତଙ୍କବାଦୀ ହସ୍ତାନ୍ତର କଲେ ଆଲୋଚନା ସମ୍ଭବ
-ଆତଙ୍କୀଙ୍କ ତାଲିକା ପାକିସ୍ତାନକୁ ବହୁ ବର୍ଷ ହେଲା ଦିଆଯାଇ ସାରିଛି
-ଜମ୍ମୁ-କଶ୍ମୀର ନେଇ ଆଲୋଚନା ବାବଦରେ ମଧ୍ୟ ପୁଣି ଥରେ ସ୍ପଷ୍ଟ କଲେ
-POK ଛାଡ଼ିଲେ ହିଁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା- MEA ମୁଖପାତ୍ର.