ଓଡିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ
ରାୟଗଡ଼ା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶା ପାଇଁ ୧୬୯୮.୦୪ କୋଟି ଟଙ୍କାର ଗ୍ରାମୀଣ ସଡ଼କ ପ୍ୟାକେଜ ଲୋକାର୍ପଣ କରିବେ
ଓଡିଶାର ବିକାଶ ଯାତ୍ରାକୁ ତ୍ବରାନ୍ଵିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-ଚତୁର୍ଥ ପର୍ଯ୍ୟାୟର ହେବ ଶୁଭାରମ୍ଭ, ୮୯୮ଟି ବସତିକୁ ସବୁଦିନିଆ ସଡ଼କ ସଂଯୋଗ ହେବ ସମ୍ଭବ
ସଡ଼କରୁ ସମୃଦ୍ଧି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରାୟଗଡ଼ାରେ ପ୍ରଦର୍ଶିତ ହେବ ବିକାଶ ଲାଗି କେନ୍ଦ୍ର-ରାଜ୍ୟ ମଧ୍ଯରେ ସମନ୍ବୟ
ରାୟଗଡ଼ାରେ ଡ଼ାରେ ୧,୬୯୮ କୋଟି ଟଙ୍କାର ପ୍ରଧାନମନ୍ତ୍ର ମନ୍ତ୍ରୀ ଗ୍ରାମ ସଡ଼ ସଡ଼କ ଯୋଜ ଯୋଜନା-ଚତୁର୍ଥ ପର୍ଯ୍ୟାୟର ପ୍ରକଳ୍ପ ଆରମ୍ଭ ହେବା ସହିତ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିକୁ ମିଳିବ ପ୍ରମୁଖ ପ୍ରୋତ୍ସାହନ
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ । ତାଙ୍କ ଗସ୍ତ ସମୟରେ ସେ ରାୟଗଡ଼ାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମଟେ ରେ ଯୋଗଦେବେ। ସେଠାରେ ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯେ କ ଯୋଜନା- ଚତୁର୍ଥ ପର୍ଯ୍ୟାୟର ର ଶୁଭାରମ୍ଭ କରିବେ ଯାହା ରାଜ୍ୟକୁ ଏକ ପ୍ରମୁଖ ବିକାଶମୂଳକ ପ୍ରୋତ୍ସାହନ ପ୍ରଦାନ । କରିବ । ଏହି ଏହି ପଦକ୍ଷେପ ଅଧୀନରେ, ୧,୬୯୮.୦୪ କୋଟି ଟଙ୍କା ବ୍ୟୟରେ ମୋଟ ९,७०९.० ୧.୮୪ କିମେ କିଲୋମିଟର ଲମ୍ୱ ଳ ବିଶିଷ୍ଟ ୮୨୭ଟି ସଡ଼କ ପ୍ରକଳ୍ପକୁ ହାତକୁ ନିଆଯିବ । ଏହାଦ୍ବାରା ୮୯୮ଟି ବସତିକୁ ପ୍ରଥମ ଥର ପାଇଁ ସବୁଦିନିଆ ସଡ଼କ ସଂଯୋଗ ସମ୍ଭବ
ହେବ । ଏହା ବିଦ୍ୟାଳୟ, ଡାକ୍ତରଖାନା, ବଜାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାଗୁଡ଼ିକର ସୁଦୃଢ଼ୀକରଣ କରିବା ସହିତ ସାମାଜିକ-ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ।
ରାୟଗଡ଼ାର ବାରିଝୋଲାସ୍ଥିତ ଆଇଏସି ଇଏସିଆର ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ଦୁର୍ଗମ ଓ ଗ୍ରାମାଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି ବିବେଚନା କରାଯାଉଛି। ଏହି ନୂତନ ରାସ୍ତାଗୁଡ଼ିକ ସ୍କୁଲ, ହସ୍ପିଟ ସ୍ପିଟାଲ, ଗ୍ରାମାଞ୍ଚଳ ମଣ୍ଡି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ପାଇଁ ସୁଗମତାକୁ ଉନ୍ନତ କରିବ । ଏହା ସହିତ, ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ସ୍ଥାନୀୟ ବାଣିଜ୍ୟ, ନିଯୁକ୍ତି ସୁଯୋଗ ଏବଂ ସାମାଜିକ- ଆର୍ଥିକ କାର୍ଯ୍ୟକଳାପକୁ ନୂତନ ନ ଗତି ପ୍ରଦାନ କରିବ ରିବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାମ ହାନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଧାନମନ୍ତ୍ର ଗ୍ରାମ ସଡ଼କ ଯୋଜନା ଅନୁମୋଦନ ପତ୍ର ପ୍ରଦାନ କରିବେ । ଏହାପରେ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମିଳିତ ଭାବରେ ପ୍ରକଳ୍ପଗୁଡ଼ିକର ଉଦ ଉଦଘାଟନ ଓ ଶିଳାନ୍ୟାସ କରାଯିବ । ଏହି ଅବସରରେ ହିତାଧ୍କାରୀମାନଙ୍କୁ ମଧ୍ଯ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚ ପଞ୍ଚାୟତିରାଜ এর° ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସହିତ ଅନ୍ୟାନ୍ୟ ଜନପ୍ରତିନିଧ୍ ଏବଂ ରାଜ୍ୟ ଓ କେନ୍ଦ୍ର କନ୍ଦ୍ର ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ ଯୋଗଦେବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ,ଏହି କାର୍ଯ୍ୟକ୍ରମ ସମାବେଶୀ ବିକାଶ ପ୍ରତି କେନ୍ଦ୍ର ଓ ରାଜ୍ୟର ଦୃଢ଼ ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଓଡ଼ିଶା ପୂର୍ବରୁ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଯୋଜନାର ବିଭିନ୍ନ ଉପାଦାନ ଅଧୀନରେ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୭,୯୬୩ଟି ରାସ୍ତା ଏବଂ ୭୪,୭୨୫ କିଲୋମିଟର ୭୦୭ଟି ସେତୁ ମଞ୍ଜୁର କରାଯାଇଛି। ଅନ୍ୟପକ୍ଷରେ ୭୧,୭୪୨ କିଲୋମିଟର ବିଶିଷ୍ଟ ୧୭,୭୬୦ଟି ରାସ୍ତା ଏବଂ ୬୫୮ଟି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି I ତେଣୁ, ମେ ପହିଲା କାର୍ଯ୍ୟକ୍ରମ କେବଳ ଏକ ନୂତନ ଅନୁମୋଦନ ନୁହେଁ, ବରଂ ରାଜ୍ୟରେ ଗ୍ରାମୀଣ ବିକାଶର ଚାଲୁଥିବା ଯାତ୍ରାକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ଭାବରେ କାର୍ଯ୍ୟ କରିବ ।
ଉନ୍ନତ ସଂଯୋଗୀକରଣ, କରଣ, ଦ୍ରୁତ ଆର୍ଥିକ କାର୍ଯ୍ୟକଳାପ । ଏବଂ ଦୂର ଦୂରାନ୍ତର ଜନବସତିର ସଶକ୍ତିକରଣ ମାଧ୍ୟମରେ ଏହି ପଦ ଦକ୍ଷେପକୁ ଏକ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ଯୋଡାଯାଇଛି ।
ରାୟଗଡ଼ାରେ ଏହି କାର୍ଯ୍ୟକ୍ରମ ରାଜନୈତିକ ଓ ବିକାଶମୂଳକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ । କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମିଳିତ ଉପସ୍ଥିତି ଏହି ବାର୍ତ୍ତାକୁ ଆହୁରି ଦୃଢ଼ ଦୃଢ଼ କରିବ ଯେ ଓଡ଼ିଶାରେ ଗ୍ରାମୀଣ ରାସ୍ତା, ଭିତ୍ତିଭୂମି ଏବଂ ସାର୍ବଜନୀନ ସୁବିଧାର ପ୍ରସାର ଆହୁରି ଦ୍ରୁତ ଗତିରେ ଆଗ ଆଗକୁ ବଢ଼ିବାକୁ ଯାଉଛି ।