ହିଡେନ କ୍ୟାମେରାରେ ଲେନ୍ସ ଲଗାଇ ଧରାପଡ଼ିଲେ ଯୁବକ I

Jul 30, 2025 - 14:49
 14
ହିଡେନ କ୍ୟାମେରାରେ ଲେନ୍ସ ଲଗାଇ ଧରାପଡ଼ିଲେ ଯୁବକ I

ହିଡେନ କ୍ୟାମେରା ଲେନ୍ସ ଲଗାଇ ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବାର ଦୁଃସାହସ କରିଛନ୍ତି ଜଣେ ପୁରୀ ବାସିନ୍ଦା ଏହା ସତ୍ୟ ହେଲେ ବଡଙ୍ଗତିକି ଘଟନା . ଶ୍ରୀ ମନ୍ଦିର ବେହରଣ ଦ୍ୱାରା ନିକଟରେ କାଇଁ ପୋଲିସ ସନ୍ଦେହ ହେବାରୁ ଯୁବକକୁ ଅଟକାଇ ଘଟଣାର ସତ୍ୟାସତ୍ୟ ଜାଣିବାକୁ ମନ୍ଦିର ପ୍ରସାଶକ ଅନୁସନ୍ଧାନ ଜାରି ରଖିଛି .