#ପରୀକ୍ଷା_ବେଳେ_ଟଳି ପଡ଼ିଲେ_ପରୀକ୍ଷାର୍ଥୀ .

#ପରୀକ୍ଷା_ବେଳେ_ଟଳି ପଡ଼ିଲେ_ପରୀକ୍ଷାର୍ଥୀ .

#ପରୀକ୍ଷା_ବେଳେ_ଟଳି ପଡ଼ିଲେ_ପରୀକ୍ଷାର୍ଥୀ .
ହୋମଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ ।  ଗୁରୁତର ଅସୁସ୍ଥ ହୋଇ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି l
ମୃତକ #ଗଜପତି ଜିଲ୍ଲା ରାମଗିରି ଥାନାର ସୁମନ୍ତ ମିଶାଲ ଦୌଡ଼ ପ୍ରତିଯୋଗିତା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ lଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ lଚିକିତ୍ସାଧୀନ ଅବସ୍ଥାରେ ସୁମନ୍ତ ମିଶାଲଙ୍କ ମୃତ୍ୟୁ ଘଟିଥିବା ସୂଚନା l #ଶୋକ_ପ୍ରକାଶ_କଲେ_ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା l
ରିପୋର୍ଟ : ରଶ୍ମିରଂଜନ ମିଶ୍ର 
#Avnews24#
ଭୁବନେଶ୍ୱର