ପୁରୀ ରଥଯାତ୍ରା ପାଇଁ ପୋଲିସର କଡା କାର୍ଯ୍ୟାନୁଷ୍ଠାନ...

Jul 19, 2026 - 19:15
 21
ପୁରୀ ରଥଯାତ୍ରା ପାଇଁ ପୋଲିସର କଡା କାର୍ଯ୍ୟାନୁଷ୍ଠାନ...

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସର କଡା ପଦକ୍ଷେପ

ବନ୍ଦ କଲା ୧୨୧ଟି ନକଲି ହୋଟେଲ୍ ୱେବ୍‌ସାଇଟ୍‌

ଗତ ଦେଢ଼ ମାସ ମଧ୍ୟରେ ସାଇବର କ୍ରାଇମ୍ ୟୁନିଟ୍‌ର ସଫଳତା

୩୩ଟି ନକଲି ହୋଟେଲ୍ ୱେବ୍‌ପେଜ୍ ମଧ୍ୟ ବ୍ଲକ କଲା ପୋଲିସ

ରଥଯାତ୍ରା ସଂପର୍କରେ ଭ୍ରମିତ କରୁଥିବା ୧୯ଟି ଆଇଟମ୍ ମଧ୍ୟ ବ୍ଲକ୍

ଠକେଇ ପାଇଁ ବ୍ୟବହାର ହେଉଥିବା ୮୯୩ ମୋବାଇଲ୍ ନଂ ମଧ୍ୟ ବ୍ଲକ୍

କେବଳ ଅଫିସିଆଲ୍ ୱେବ୍‌ସାଇଟ୍‌ରେ ହୋଟେଲ୍ ବୁକ୍ କରିବାକୁ ପୋଲିସର ଅପିଲ୍‌