ହୀରାକୁଦ ବନ୍ୟା update...

Aug 3, 2026 - 19:11
 5
ହୀରାକୁଦ ବନ୍ୟା update...

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍

ଏବେ ୧୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ହୀରାକୁଦକୁ ପ୍ରବେଶ କରୁଛି କମ୍, 

ହୀରାକୁଦରୁ ନିଷ୍କାସନ ହେଉଛି ଅଧିକ ଜଳ

ହୀରାକୁଦକୁ ପ୍ରବେଶ କରୁଛି ୧ ଲକ୍ଷ ୭ ହଜାର ୬୯୪ କ୍ୟୁସେକ ଜଳ