ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ...

Apr 12, 2026 - 23:15
 5
ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ...

ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ...

ଆଶା ଭୋସ୍‌ଲେଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ

ଆଶାଙ୍କ ଅସାଧାରଣ ସଙ୍ଗୀତ ଯାତ୍ରା ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲା

ତାଙ୍କର କଣ୍ଠସ୍ବର ବିଶ୍ୱର ଅନେକ ହୃଦୟକୁ ସ୍ପର୍ଶ କରିଥିଲା

ତାଙ୍କ ସହିତ ମୋର ହୋଇଥିବା କଥାବାର୍ତ୍ତାଗୁଡ଼ିକୁ ମୁଁ ସର୍ବଦା ସ୍ମରଣ କରିବି

ତାଙ୍କ ପରିବାର, ପ୍ରଶଂସକ, ସଙ୍ଗୀତ ପ୍ରେମୀମାନଙ୍କୁ ମୋର ଗଭୀର ସମବେଦନା

ଆଶାଙ୍କ ଗୀତଗୁଡ଼ିକ ଲୋକଙ୍କ ଜୀବନରେ ଚିରକାଳ ପାଇଁ ପ୍ରତିଧ୍ୱନିତ ହେବ