ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋଇମ୍ବାଟୁର ଗସ୍ତ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର 19 ତାରିଖରେ ତାମିଲନାଡୁର କୋଏମ୍ବାଟୁର ଗସ୍ତ କରିବେ
ପ୍ରଧାନମନ୍ତ୍ରୀ ମୋଦି କୃଷକ ସଂଗଠନ ଦ୍ୱାରା ଆୟୋଜିତ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ସମ୍ବୋଧିତ କରିବେ
ସେ ଦକ୍ଷିଣ ରାଜ୍ୟଗୁଡ଼ିକର ଜୈବିକ କୃଷିରେ ବିଶେଷଜ୍ଞ 50 ଜଣ ବୈଜ୍ଞାନିକଙ୍କ ସହ ମଧ୍ୟ ଆଲୋଚନା କରିବେ
ଦେଶର କୃଷି ଦିଗରେ ନିରନ୍ତର ବିକାଶ କୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟ
ସମଗ୍ର ଭାରତ ବର୍ଷର ଚାଷୀମାନଙ୍କ ଜୀବନ ଶୈଳୀରେ ଉନ୍ନତ ଆଣିବା ଯୋଜନା କୁ ଆପଣେଇବା