ବନ୍ୟା ପାଇଁ ପୁରା ସତର୍କ ରହିଛି ଅଗ୍ନିଶମ ବିଭାଗ...

Jul 29, 2026 - 18:45
 7
ବନ୍ୟା ପାଇଁ ପୁରା ସତର୍କ ରହିଛି ଅଗ୍ନିଶମ ବିଭାଗ...

ବନ୍ୟା କାମରେ ଅଗ୍ନିଶମ ବିଭାଗର ୬୦ଟି ଟିମ୍ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ମୁତୟନ ହୋଇଛନ୍ତି। 

ଏହି ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। 

ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ, ଏଯାଏଁ ୨୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। 

ମେଡିକାଲ, ବ୍ଲକ ଭଳି ୪୫ଟି ସ୍ଥାନରୁ ପାଣି ନିଷ୍କାସନ କରାଯାଇଛି। 

ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି, 

lତାଙ୍କ ଘର ତାଳଚେରରେ ହୋଇଥିବା ସୂଚନା ରହିଛି