ବିଜେପିରେ ମିଶିବେ ପ୍ରଭାତ ବିଶ୍ବାଳ...

Jul 12, 2026 - 15:09
 30
ବିଜେପିରେ ମିଶିବେ ପ୍ରଭାତ ବିଶ୍ବାଳ...

ବିଜେପିରେ ମିଶିବେ ପ୍ରଭାତ ବିଶ୍ବାଳ... 

ଅପରାହ୍ନରେ ବିଜେପିର ଏକ ବଡ଼ ମିଶ୍ରଣ ପର୍ବ ହେବାକୁ ଯାଉଛି। ଯେଉଁଠି ପ୍ରଭାତଙ୍କ ସହ ତାଙ୍କ କିଛି ସମର୍ଥକ ପଦ୍ମ ଧରିବା ନିଶ୍ଚିତ ବୋଲି ସୂଚନା ମିଳିଛି 

କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସହ କିଛି କାଉନସିଲର, ଯୁବ ଓ ଛାତ୍ର ବିଜେଡି ନେତା ଏଥିରେ ସାମିଲ ହୋଇ ମାଷ୍ଟର କ୍ୟାଣ୍ଟିନ ରୁ ଶୋଭା ଯାତ୍ରାରେ ବାହାରି ପଦ୍ମ ପୋଖରୀକୁ ଆସିବାର ବ୍ୟବସ୍ଥା ହେଉଛି 

ଗତକାଲି ପୁଅ ସୌଭିକ ବିଶ୍ବାଳଙ୍କୁ ବିଜେପି ଅଫିସରେ ଦେଖିବାକୁ ମିଳିଥିଲା। ତେଣୁ ମିଶିବା ଏକ ପ୍ରକାର ନିଶ୍ଚିତ ହୋଇଛି |