ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନାମକୁ ମାତ୍ର...
ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏକ ପ୍ରହସନ ରେ ପରିଣତ ହୋଇଯାଇଛି | ସବୁ ଅବ୍ୟବସ୍ଥା ହୋଇଥିବା ବେଳେ ଲୋକମାନେ ନାହିଁ ନ ଥିବା କଷ୍ଟର ସମ୍ମୁଖୀନ ହେଉଛନ୍ତି |
ଏପରିକି ନିର୍ଦିଷ୍ଟ ବିଭାଗର Dr ମାନେ ଠିକ ଭାବେ ଲୋକ(Patients) ଙ୍କୁ check ନ କରି ମାଛି ଘଉଡ଼ାଇଲା ଭଳିଆ ବ୍ୟବହାର କରୁଛନ୍ତି |
ଅନେକ ଲୋକ ଅଧିକ ଅକ୍ଷମ % ଉପରେ ଥିବା ବେଳେ ସେମାନଙ୍କୁ % କମ ଦେଖାଇ Certificate ପ୍ରଦାନ କରାଯାଇଛି | ଯାହା କି ଲୋକମାନେ ଅଧିକ ଉତକ୍ଷିପ୍ତ ହେବାର ହେଉଛନ୍ତି |
ସତେ ଯେପରି Dr ମାନେ ମୁନଫାଖୋର ହୋଇ ପଡୁଥିବାର ଲକ୍ଷ୍ୟ କରାଯାଉଛି |
ତା ଛଡା ଖାଦ୍ୟ ଅଭାବରୁ ଅନେକ ଲୋକ ଫେରିବାରେ ଅର୍ଥ ଅଟକକ ବାଟ ମାରଣା ହେଉଥିବାର ଅନୁମାନ କରାଯାଉଛି
ବୋଧହୁଏ ପ୍ରଶାସକଙ୍କ ଖାମ ଖିଆଲ ମନୋଭାବ ରୁ ଏ ସବୁ ଅବ୍ୟବସ୍ଥା ହେଉଛି ବୋଲି ନିଶ୍ଚିତ କୁହା ଯାଇ ପାରେ |
ତେଣୁ ଏ ଦିଗରେ ଏକ ବଡ ଧରଣର ଜନ ଅସନ୍ତୋଷ ବା ଜନ ଆନ୍ଦୋଳନ କୁ ଏଡାଇ ଦିଆଯାଇ ନ ପାରେ ||