"ଦରିୟା କା ମାଲ- ଏସିହେ ହାଲ"

Feb 19, 2025 - 08:29
 14
"ଦରିୟା କା ମାଲ- ଏସିହେ ହାଲ"

ଏହି ଟ୍ରାଫିକ ପୋଷ୍ଟ ଟି ପୁରା ରାଜଧାନୀ କେନ୍ଦ୍ର ସ୍ଥଳୀ ଶ୍ରୀୟା ହଲ ଛକ ର |

ଏହା ଗତ କିଛି ଦିନ ତଳୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ବେଳେ ଏବେ ଏହାର ସବୁ କାଚ ଓ door ଭାଙ୍ଗି ଯାଇଛି | ଖୋଦ ପୋଲିସ ର ବ୍ୟବସ୍ଥା ହୋଇ ଥିବା ବେଳେ ଏହାର କ୍ଷୟକ୍ଷତି ଓ ରକ୍ଷଣା ବେକ୍ଷଣ ପାଇଁ କିଏ ଦାୟୀ ହେବେ ?

ଏମିତି ପ୍ରଶ୍ନ ଏବେ ସାଧାରଣ ଜନତା ମନରେ ଉଠୁଛି..