ଭିଭାଟେକ୍-୨୦୨୬ରେ ପ୍ରଧାନମନ୍ତ୍ରୀ ମୋଦୀ

Jun 19, 2026 - 10:31
 5
ଭିଭାଟେକ୍-୨୦୨୬ରେ ପ୍ରଧାନମନ୍ତ୍ରୀ ମୋଦୀ

ୟୁରୋପର ସର୍ବବୃହତ ଷ୍ଟାର୍ଟଅପ୍ ମେଳାରେ ଯୋଗଦେଲେ ଭାରତର ୮୦ ଡିପ ଟେକ୍ କମ୍ପାନୀ

ନୂଆଦିଲ୍ଲୀ: ଆଜି ପ୍ୟାରିସଠାରେ ଆୟୋଜିତ ୟୁରୋପର ସବୁଠାରୁ ବଡ଼ ପ୍ରଯୁକ୍ତିବିଦ୍ଯା ଏବଂ ଷ୍ଟାର୍ଟ-ଅପ୍ କା କାର୍ଯ୍ୟକ୍ରମ 'ଭିଭାଟେକ୍ ୨୦୨୬'ରେ ଯୋଗ ଦେଇଛନ୍ତି ପ୍ରଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଏହି ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ପତି ଶ୍ରୀ ଏମାନୁଏଲ୍ ମାକ୍ରୋନ ମଧ୍ୟ ଉପସ୍ଥିତ ଥିଲେ।

ଟେକ୍-ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍, ନିବେଶକ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ସମାବେଶକୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ମାନବ-କୈନ୍ଦ୍ରିକ କୃତ୍ରି କୃତ୍ରିମ ବୁଦ୍ଧି ବୁଦ୍ଧିମତ୍ତା ( ଏଆଇ) ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଭାଗ ରତର ଦୂରଦୃଷ୍ଟି ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଫ୍ରାନ୍ସ ମଧ୍ୟରେ ହଯୋଗର ପରିସର ବୃଦ୍ଧି ପା ପାଉଛି। ପ୍ରଯୁକ୍ତିବିଦ୍ୟା ଭାରତରେ ଅନେକ ଉଲ୍ଲେଖ ଲ୍ଲେଖନୀୟ ରୂପାନ୍ତରଣ କରିଥିବା ସେ ସେ ଆଲୋକପାତ କରିଥିଲେ। ଡିଜିଟାଲ୍ ପେମେଣ୍ଟ, ଏଆଇ ଆଧାରିତ କୃଷି ପ୍ରଗତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ମହାକାଶ ପ୍ରୟୋଗ ପର୍ଯ୍ୟନ୍ତ ଅନେକ ସଂସ୍କାର ଆଣିବାରେ ପ୍ରଯୁକ୍ତି ବିଦ୍ୟା ସକ୍ଷମ ହୋଇଥିବା ସେ କହି କହିଛନ୍ତି । ମୁଖ୍ୟ ଅଭିଭାଷଣ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପ ପତି ମାକ୍ରୋନ୍ ଶିଳ୍ପ, ସ୍ବାସ୍ଥ୍ୟସେବା, ସ୍ଥାୟୀ ବିକାଶ ଏବ ଯାତାୟାତ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାବହାରିକ ସମାଧାନ ପ୍ରଦର୍ଶନ କରୁଥ କରୁଥୁବା ଭାରତୀୟ ଷ୍ଟାର୍ଟ-ଅପ୍ ଏବଂ ନବସୃଜନବ ଜନକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଭିଭାଟେକ୍-୨୦୨ ଟକ୍-୨୦୨୬ ରେ ଭାରତ ହେଉଛି 'ଏଆଇ କଣ୍ଟ୍ରି କଣ୍ଟ୍ରି ପାର୍ଟନର'। ଏଆଇ, ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟ୍ରକଚର (ଡିପିଆଇ), ହେଲଥ୍-ଟେକ୍, ସ୍ବଚ୍ଛ ପ୍ରଯୁକ୍ତିବିଦ୍ୟା, ମୋବିଲିଟି, ଆଡଭାଇ‌ଡ୍ କମ୍ପୁଟିଂ ଇତ୍ୟାଦି କ୍ଷେତ୍ରରେ ନିଜର ନବସୃଜନ ବ୍ୟବସ୍ଥାକୁ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ପାଭିଲିୟନ୍ ସହିତ ଭିଭାଟେକ୍‌ରେ ଭାରତର ଏହା ହେଉଛି ଏପର୍ଯ୍ୟନ୍ତର ସ ସବୁଠାରୁ ବଡ଼ ଉପସ୍ଥିତି। ଏହି କାର୍ଯ୍ୟକ୍ରମରେ ୮୦ ରୁ ଅଧୂକ କ ଭାରତୀୟ ଡିପ୍-ଟେକ୍ କମ୍ପାନୀ ଏବଂ ଷ୍ଟାର୍ଟ-ଅପ୍ ଅଂଶଗ୍ରହଣ କରୁଛନ୍ତି।

ଭିଭାଟେକ୍‌ରେ ପ୍ରଧାନମନ୍ତ୍ରୀଙ୍କ ନ୍ତ୍ରୀଙ୍କ ଅଂଶଗ୍ରହଣ ଭାରତୀୟ ଏବଂ ଫ୍ରାନ୍ସର ପ୍ରଯୁକ୍ତିବିଦ୍ଯା ବ୍ୟବସ୍ଥା ମଧ୍ୟରେ ଭାଗିଦାରୀକୁ ଆହୁରି ସଦୃଢ଼ କରିବ ବୋଲି ଆଶା କରାଯାଉଛି। ବହୁ ବର୍ଷ ଧରି ଭିଭାଟେକ୍ ସହିତ ଭାରତର ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରେ ଭିଭାଟେକ୍‌ରେ ମୁଖ୍ୟ ଅଭି ଅଭିଭାଷଣ ପ୍ରଦାନ କରିଥିଲେ; ୨୦୨୨ ରେ ଭାରତ ଭିଭାଟେକ୍ଟ ଟକ୍‌ର ପ୍ରଥମ 'କଣ୍ଟ୍ରି ଅଫ୍ ଦି ଇୟର' ହୋଇଥିଲା; ଏବଂ ନିକଟରେ ଭିଭାଟେକ୍ ବେଙ୍ଗାଲୁରୁ ଟେକ୍ ସମିଟ୍ ସହିତ ଆନୁଷ୍ଠାନିକ ସହଯୋଗ ସ୍ଥାପନ କରିଛି I ଚଳିତ ବର୍ଷ ଭାରତର ଏହି ଅଂଶଗ୍ରହଣ ବିଶେଷ ଗୁରୁତ୍ବ ବହନ କରେ, କାରଣ ଉଭୟ ଦେଶ ୦୨୬ ମସିହାକୁ 'ଭାରତ-ଫ୍ରାନ୍ସ ନବସୃଜନ ବର୍ଷ' ଭାବରେ ପାଳନ କରୁଛନ୍ତି |