ମହିଳା ସଂରକ୍ଷଣର ପ୍ରତିପକ୍ଷ ଙ୍କ ବିରୋଧରେ ବିଶାଳ '‘ମହିଳା ଜନ ଆକ୍ରୋଶ ଯାତ୍ରା"...

Apr 23, 2026 - 09:16
 14
ମହିଳା ସଂରକ୍ଷଣର ପ୍ରତିପକ୍ଷ ଙ୍କ ବିରୋଧରେ ବିଶାଳ '‘ମହିଳା ଜନ ଆକ୍ରୋଶ ଯାତ୍ରା"...

ମହିଳା ସଂରକ୍ଷଣର ପ୍ରତିପକ୍ଷ ଙ୍କ ବିରୋଧରେ ବିଶାଳ '‘ମହିଳା ଜନ ଆକ୍ରୋଶ ଯାତ୍ରା"...

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ବିଶାଳ '‘ମହିଳା ଜନ ଆକ୍ରୋଶ ଯାତ୍ରା"ରେ ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ମଧ୍ୟମ ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇଥିଲେ ।

ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩% ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଅଧିନିୟମକୁ ଦେଶର ପ୍ରମୁଖ ରାଜନୈତିକ ଦଳ ବିରୋଧୀ କରି ନାରୀଶକ୍ତିକୁ ସଂକୋଚିତ କରିବାର କୁକର୍ମ କୁ ଯାହା ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ.I

ବିରୋଧି ଦଳ ଗୁଡିକ ଜାଣିରଖିବା ଉଚିତ, ମହିଳାମାନେ ସବୁକିଛି ଭୁଲିଯାଇପାରନ୍ତି କିନ୍ତୁ ନିଜର ସ୍ୱାଭିମାନକୁ କେବେ ଭୁଲନ୍ତି ନାହିଁ।

ଦେଶର ନାରୀଶକ୍ତିଙ୍କୁ ଦମନ କରିବାର ବିରୋଧି ଙ୍କ ହୀନ ମାନସିକତା କୁ ଆଗାମୀ ଦିନରେ ଲୋକମାନେ ଏହାର ନିଶ୍ଚୟ ଉଚିତ ଜବାବ ଦେବେ।