ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୧୭ ତାରିଖ ୨୦୨୬ ମସିହା (ଗୁରୁବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- ଶୁକ୍ଳପକ୍ଷ*
*ତିଥି- ଷଷ୍ଠୀ ଦିବା ଘ୧୦/୨୧ ଗତେ ସପ୍ତମୀ*
*ନକ୍ଷତ୍ର- ଅନୁରାଧା ଦିବା ଘ୦୮/୧୭ ଗତେ ଜ୍ୟେଷ୍ଠା*
*ଚନ୍ଦ୍ର-ବିଛା*
*ଯୋଗ- ବିସ୍କୁମ୍ଭ୍*
*କରଣ - ତୈତିଳ*
*ସୌରମାସ- କନ୍ୟା ୦୧ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୦୦
*ଯୋଗିନୀ ପଶ୍ଚିମେ ଦିବା ଘ୧୦/୨୨ ଗତେ ବାୟବ୍ୟେ*
*ତୁଳା ଓ କୁମ୍ଭ ରାଶିର ଘାତବାର*
*ସପ୍ତମୀ ର ପାର୍ବଣ ଶ୍ରାଦ୍ଧ*
*ମୃତେ ଦିବା ଘ୧୦/୨୨ ଗତେ ଏକପାଦ ପୁଷ୍କର ଦୋଷ*
କାଳବେଳା ଓ ବାରବେଳା- ଦିବା ଘ୦୨/୪୦ ଗତେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୧/୦୦ ଗତେ ଘ୦୩/୪୦ ମଧ୍ୟେ*
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୫ ମଧ୍ୟେ ଓ ଘ୧୦/୨୮ ଗତେ ଘ୧୨/୫୨ ମଧ୍ୟେ
ଆଜି ତାଳ ଭକ୍ଷଣ ନିଷେଧ