ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୧୬ ତାରିଖ ୨୦୨୬ ମସିହା (ବୁଧବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- ଶୁକ୍ଳପକ୍ଷ*
*ତିଥି- ପଞ୍ଚମୀ ଦିବା ଘ୦୮/୨୯ ଗତେ ଷଷ୍ଠୀ*
*ନକ୍ଷତ୍ର- ବିଶାଖା ଦିବା ଘ୦୫/୪୨ଗତେ ଅନୁରାଧା*
*ଚନ୍ଦ୍ର- ତୁଳା ଦିବା ଘ୧୧/୧୧ ଗତେ ବିଛା*
*ଯୋଗ- ବୈଧୃତି
*କରଣ - ବାଳବ
ସୌରମାସ- ସିଂହ ୩୧ ଦିନ
ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୩୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୩୦
*ଯୋଗିନୀ ଦକ୍ଷିଣେ ଦିବା ଘ୦୮/୨୯ ଗତେ ପଶ୍ଚିମେ*
*କର୍କଟ ରାଶିର ଘାତବାର*
*ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଦିବା ଘ୦୫/୪୨ ମଧ୍ୟେ ଏକପାଦ ପୁଷ୍କର ଦୋଷ*
କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୨ମଧ୍ୟେ
ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୫ ମଧ୍ୟେ ଓ ଘ୦୧/୧୬ ଗତେ ଘ୦୧/୪୦ମଧ୍ୟେ ଓ ରାତ୍ରି ଘ୦୬/୩୫ ଗତେ ଘ୦୮/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୫ ଗତେ ଘ୦୫/୪୦ ମଧ୍ୟେ ଓ ରାତ୍ରି ଘ୦୯/୦୦ ଗତେ ଘ୧୦/୩୫ ମଧ୍ୟେ
ଆଜି ନିମ୍ନ ଭକ୍ଷଣ ନିଷେଧ