ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ୪ ଗିରଫ .
ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ୪ ଗିରଫ . -ମେଡିକାଲ୍ କଲେଜ୍ ସିଟ୍ ବିକ୍ରି; ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ -ଓଡ଼ିଶାରୁ ୨, ବିହାର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଗିରଫ -ପ୍ରେସମିଟ୍ରେ ସୂଚନା ଦେଲେ ସିପି ଏସ୍ ଦେବଦତ୍ତ ସିଂ -‘ଲକ୍ଷାଧିକ ଟଙ୍କା ନେଇ ମେଡିକାଲ୍ ସିଟ୍ ପାଇଁ ଡିଲ୍ କରୁଥିଲେ’ -‘୯୦ ଲକ୍ଷର ଚେକ୍ ମିଳିଛି, ଆଉ ବ୍ଲାଙ୍କ୍ ଚେକ୍ ମିଳିଛି’ -‘ଆସନ୍ତା ମେଡିକାଲ କଲେଜ୍ ନାମଲେଖା ପାଇଁ ଡିଲ୍ ହୋଇଥିଲା’ -‘ପରୀକ୍ଷାରେ ଅସଲି ବଦଳରେ ନକଲି ପରୀକ୍ଷାର୍ଥୀଙ୍କୁ ବସାଇଥାନ୍ତେ’ -‘ସେମାନେ ଏଥିରେ ସଫଳ ହୋଇଥାନ୍ତେ କି ଠକିଥାନ୍ତେ, ଜଣା ନାହିଁ’ -‘ଏହା ପୂର୍ବରୁ ପୋଲିସ ସେମାନଙ୍କୁ ଠାବ କରି ଧରିପାରିଛି’ -‘ଆଉ କିଛି NRIଙ୍କୁ ମଧ୍ୟ ଫସାଇବା ଯୋଜନା କଥା ଜଣାପଡ଼ିଛି’ -‘ଯେଉଁ ଅଭିଭାବକ ଏପରି କରୁଛନ୍ତି, ସେମାନେ ଅପରାଧରେ ଭାଗିଦାର .