ନିମ୍ବ_କାଠର_ଠାକୁର_ତିଆରି_କରି_ନେଇଥିଲି’ .
ନିମ୍ବ_କାଠର_ଠାକୁର_ତିଆରି_କରି_ନେଇଥିଲି’ . ‘ମୁଁ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି। ପଥର ପ୍ରତିମୂର୍ତ୍ତି ପୂଜା ହୋଇ ପାରିବେନି ବୋଲି ମନା କରିଥିଲି। କାରଣ ବ୍ରହ୍ମ ପୁରୀରେ ଜଗନ୍ନାଥଙ୍କ ଛଡ଼ା ଆଉ କେଉଁଥିରେ ପ୍ରତିଷ୍ଠା ହୋଇପାରିବନି।’ ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ତେଜିଥିବା ବେଳେ ଏପରି କହିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ଏମିତି ଲୋକ ଜଗନ୍ନାଥ ବାଡ଼ଗ୍ରାହୀ କହିବା ଲାଜ଼ ଲାଗୁଚି ଏତେ ବିବାଦ ରେ ରହିଲା ପରେ ବି ମନ୍ଦିର ପ୍ରଶାସନ କଣ ପାଇଁ ତାଙ୍କୁ ତାଙ୍କୁ ଜଗନ୍ନାଥ ଙ୍କ କାର୍ଯ୍ୟକ୍ରମ ସାମିଲୀ କରୁଛନ୍ତି ତୁରନ୍ତ ବିଦା କରନ୍ତୁ