"ମୋ କଟକ ସୁରକ୍ଷା ମଞ୍ଚ" ବନ୍ଧୁମିଳନ ଓ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ...

May 9, 2026 - 16:00
 6
"ମୋ କଟକ ସୁରକ୍ଷା ମଞ୍ଚ" ବନ୍ଧୁମିଳନ ଓ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ...

"ମୋ କଟକ ସୁରକ୍ଷା ମଞ୍ଚ" ବନ୍ଧୁମିଳନ ଓ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ...

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଯୋଗଦେଇ ପାରିନଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜୁଜନତା ଦଳ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରସାରଥି ବେହେରା । 

ତେଣୁ ଭୂବନେଶ୍ୱର ସ୍ଥିତ ବାସଭବନରେ ମଞ୍ଚ ସଭାପତି ଅକ୍ଷୟ ପଣ୍ଡା ସମ୍ପାଦକ ଜିତେନ୍ଦ୍ର ସାହୁ ଯୁଵସମାଜସେବୀ ଆଶୁତୋଷ ମହାନ୍ତି ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ସମ୍ମାନ ପୁର୍ବକ ପ୍ରଦାନ କରି ପୂର୍ବତନ ମନ୍ତ୍ରୀଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି।