ସବୁ ସ୍କୁଲ କୁ ସଂଶୋଧିତ ବହି ଯୋଗାଇ ଦିଆଯିବ...

Jun 29, 2026 - 14:39
 14
ସବୁ ସ୍କୁଲ କୁ ସଂଶୋଧିତ ବହି ଯୋଗାଇ ଦିଆଯିବ...

ଓଡ଼ିଶାରେ ସ୍କୁଲ୍‌କୁ ସଂଶୋଧିତ ପୁସ୍ତକ ଦିଆଯିବ ବୋଲି କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। 

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପ୍ରତ୍ୟାହାର ହେବନାହିଁ ତ୍ରୁଟିପୂର୍ଣ୍ଣ ପୁସ୍ତକ, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। 

ବହି ତ୍ରୁଟି ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। 

ସ୍କୁଲ୍‌ରେ ଠିକ୍‌ ଭାବରେ ପଢ଼ାଯିବା ନେଇ ସଂଶୋଧିତ ବହି ବ୍ୟବହାର କରାଯିବ। ସଂଶୋଧିତ ବହି ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ ଦିଆଯିବ। 

ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ।