ସରକାରୀ ବିଜ୍ଞାପନ ପାଇଁ ସଂଶୋଧୂତ ଦର ଢାଞ୍ଚାକୁ ଅନୁମୋଦନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

Nov 18, 2025 - 12:20
 9
ସରକାରୀ ବିଜ୍ଞାପନ ପାଇଁ ସଂଶୋଧୂତ ଦର ଢାଞ୍ଚାକୁ ଅନୁମୋଦନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ସରକାରୀ ବିଜ୍ଞାପନ ପାଇଁ ସଂଶୋଧୂତ ଦର ଢାଞ୍ଚାକୁ ଅନୁମୋଦନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ମୁଦ୍ରିତ ଗଣମାଧ୍ଯମ ଇକୋସିଷ୍ଟମ ହେବ ସୁଦୃଢ଼

ମୁଦ୍ରିତ ଗଣମାଧ୍ଯମରେ ବିଜ୍ଞାପନ ଦରରେ 26% ବୃଦ୍ଧି ଘୋଷଣା

ରଙ୍ଗୀନ ବିଜ୍ଞାପନ ପାଇଁ ପ୍ରିମିୟମ ପ୍ରଚଳନ କଲା ମନ୍ତ୍ରଣାଳୟ

ମୁଦ୍ରିତ ଗଣମାଧ୍ଯମରେ ବିଜ୍ଞାପନର ଦରକୁ ସଂଶୋଧନ କରି 26% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକା କାର। ମୁଦ୍ରିତ ଗଣମାଧ୍ଯମ ପାଇଁ ସରକାରୀ ବିଜ୍ଞାପନ ଦରକୁ 26% ବଢ଼ାଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ। ଦୈନିକ 1 ଲକ୍ଷ କପି ପ୍ରକାଶିତ ହେଉଥ‌ିବା ଖବରକାଗଜରେ ଜରେ କଳାଧଳା ବିଜ୍ଞାପନ ଦର ବର୍ଗ ସେଣ୍ଟିମିଟର ପିଛା 47.40 ଟ ଟଙ୍କାରୁ 59. 59.68 ବୃଦ୍ଧି କରାଯାଇଛି । ରଙ୍ଗୀନ ବିଜ୍ଞାପନ ଏବଂ ପସନ୍ଦଯୋଗ୍ୟ ସ୍ଥାନରେ ବିଜ୍ଞାପନକୁ ସ୍ଥାନିତ କରିବା ଲାଗି ପ୍ରିମିୟମ ଦର ସକାଶେ କମିଟିର ସୁପାରିସକୁ କାର୍ଯ୍ୟକାରୀ କ କରିବା ଲାଗି ରକାର ରାଜି ହୋଇଛନ୍ତି ।

ସୂଚନା ଓ ଓ ପ୍ରସାରଣ ମନ୍ତ୍ରଣାଳ ନ୍ତ୍ରଣାଳୟ ଅଧୀ ।ଧୀନ ଏକ ନୋଡାଲ୍ ମିଡିଆ ୟୁନିଟ୍ ରୂପରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ପକ୍ଷରୁ ଷରୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଚାର ଅଭିଯାନ ଚଳାଇବା ଲାଗି ବିଜ୍ଞାପନ ଜାରି କରିଥାଏ। ଏହି ଉଦ୍ଦେ ଦ୍ଦେଶ୍ୟ ଲାଗି ସିବିସିରେ ପ୍ୟାନେଲଭୁକ୍ତ ବା ତାଲିକାଭୁକ୍ତ ହୋଇଥିବା ମୁଦ୍ରିତ ଗଣମାଧ୍ୟମଗୁଡ଼ିକୁ ସରକାରୀ ବିଜ୍ଞାପନ ଜାରି କରାଯାଏ । ସିବିସି ଦ୍ବାରା ପ୍ରିଣ୍ଟ ମିଡିଆ ବା ମୁଦ୍ରିତ ଗଣମାଧ୍ଯମ ଧ୍ଯମରେ ବିଜ୍ଞାପନ ପ୍ରକାଶନର ହାର ଶେଷ ଶଷ ଥର ପାଇଁ ମନ୍ତ୍ରଣାଳୟ ଦ୍ବାରା 01.201962 ଅଷ୍ଟମ ଦର ଢାଞ୍ଚା କମିଟି (ଆରଏସସି ।ସସି)ର ସୁପାରିସ ଆଧାରରେ ସଂଶୋଧନ କରାଯାଇଥିଲା, ଯାହା ତିନି ବର୍ଷ ପାଇଁ ବୈଧ ଥିଲା I 09.01.2

ମୁଦ୍ରିତ ଗଣମାଧ୍ଯମର ଖର୍ଚ୍ଚ ମୂଲ୍ୟାଙ୍କନ ଲ୍ୟାଙ୍କନ କଲା କମିଟି

ମୁଦ୍ରିତ ଗଣମ ଶମାଧ୍ଯମ ରେ ସରକାରୀ ବିଜ୍ଞାପନର ହାର ସଂଶୋଧନ ସମ୍ପର୍କ ର୍କରେ ସୁପାରିସ କରିବା ପାଇଁ ଏଏସ ଆଣ୍ଡ ସାରଣ)ଙ୍କ ଅଧ୍ଯକ୍ଷତାରେ ନବମ ଦର ଢ ଏଫଏ (ସୂଚନା ଚନା ଓ ପ୍ରସାର ହୋଇଥ୍ଲା I କମିଟି 11 ନଭେମ୍ବର, 2021 ରେ ଗଠିତ ଢାଞ୍ଚା କ

କମିଟି ନଭେମ୍ବର 2021 ରୁ ଅଗଷ୍ଟ 2023 ମଧ୍ୟ ମଧ୍ୟରେ ଏହାର କାର୍ଯ୍ୟକାଳ କାଳ ସମୟରେ, ଇଣ୍ଡିଆନ୍ ନ୍ୟୁଜପେପର ସୋସାଇଟି (ଆଇଏନଏସ), ଅଲ୍ ଇଣ୍ଡିଆ ସ୍କୁଲ୍ ନ୍ୟୁଜପେପର୍ ଆସୋସିଏସନ୍ (ଏଆଇଏସଏନଏ), କ୍ଷୁଦ୍ର-

ମଧ୍ୟମ-ବୃହତ ସମ୍ବାଦପତ୍ର ସୋସାଇଟି (ଏସଏମବିଏନଏସ) ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପରି କ୍ଷୁଦ୍ର, ମଧ୍ୟମ ଏବଂ ବଡ଼ ଖବରକାଗଜ ପ୍ରତିନିତ୍ବ କରୁଥିବା ବିଭିନ୍ନ ଖବରକାଗଜ ସଂଘଗୁଡ଼ିକର ପ୍ରସ୍ତାବକୁ ବିଚାର କରିଥିଲା I କମିଟି ମୁଦ୍ରିତ ଗଣମାଧ୍ଯମରେ ବିଜ୍ଞାପନ ଦରକୁ ପ୍ରଭାବିତ କରୁଥିବା ବିଭିନ୍ନ ମାପଦଣ୍ଡ ଯଥା ସମ୍ବାଦପତ୍ର ସହ ଜଡ଼ିତ ପାଇକାରୀ ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ତ୍ରୀତି, ମଜୁରୀ, ମୁଦ୍ରାଙ୍ଗୀତି ହାର, ଆମଦାନୀ ହେଉଥିବା କାଗଜ ଦର, ପ୍ରକ୍ରି ପ୍ରକ୍ରିୟାକରଣ ଖର୍ଚ୍ଚ ଇତ୍ୟାଦି ଉପରେ ମଧ୍ଯ ବିଚାର କରିଥିଲା I କମିଟି 23 ସେପ୍ଟେମ୍ବର 2023ରେ ଏହାର ସୁପାରିସ ଦାଖଲ କରିଥିଲା I

ରାଜସ୍ବ ବସ୍ବ ବୃଦ୍ଧି କରିବା ଏବଂ ମୁଦ୍ରିତ ଗଣମାଧ୍ଯମ ଇକୋସିଷ୍ଟମକୁ ମଜବୁତ କରିବା

ମୁଦ୍ରିତ ଗଣମାଧ୍ଯମରେ ସରକାରୀ ବିଜ୍ଞାପନର ଦର ବୃଦ୍ଧି କରିବା ଦ୍ବାରା ସରକାର ଏବଂ ଗଣମାଧ୍ଯମ କ୍ଷେତ୍ର ଉଭୟ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଲାଭ ମିଳିବ I ସରକାରୀ ବିଜ୍ଞାପନର ଉଚ୍ଚ ଦର ମୁଦ୍ରିତ ଗଣମାଧ୍ୟମକୁ ଅତ୍ୟନ୍ତ ଆବଶ୍ୟକ ରାଜସ୍ବ ସହାୟତା ଯୋଗାଇବ, ବିଶେଷକରି ବିଭିନ୍ନ ଅନ୍ୟାନ୍ୟ ଗଣମାଧ୍ଯ ଗମାଧ୍ଯମ ପ୍ଲାଟଫର୍ମରୁ ମିଳୁଥିବା ପ୍ରତିଯୋଗିତା ଏବଂ ଗତ କିଛି ବର୍ଷ ମଧ୍ୟରେ ଖର୍ଚ୍ଚ ବୃଦ୍ଧିର ମୁକାବିଲାରେ ସହାୟକ ହେବ । ଏହା ପରିଚାଳନା କାର୍ଯ୍ୟକୁ ବଜାୟ ରଖିବା ସହି ସହିତ ଗୁଣାତ୍ମକ ସାମ୍ବାଦିକତା ତା ବଜାୟ ରଖିବା ଏବଂ ସ୍ଥାନୀୟ ସମାଚାର ପଦକ୍ଷେପକୁ ସମର୍ଥନ କରିବାରେ ସାହାଯ୍ୟ କରିପାରିବ ଆର୍ଥିକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଦ୍ବାରା ମୁଦ୍ରିତ ଗଣମାଧ୍ୟମଗୁଡ଼ିକ ଉନ୍ନ‌ତ ବିଷୟବସ୍ତୁରେ ନିବେଶ କରିପାରିବେ । ଏହାଦ୍ବାର ଦ୍ବାରା ଜନସାଧାରଣ ଣଙ୍କ ହିତ ପାଇଁ ଆହୁଚି ଇଁ ଆହୁରି ଅଧିକ ପ୍ରଭାବଶାଳୀ ସେବା ଯୋଗାଇ ଦିଆଯାଇପାରି

ବିଜ୍ଞାପନ ଦରରେ ଏହି ବୃଦ୍ଧି ଗଣମାଧ୍ଯମ ଉପଯୋଗର ବ୍ୟାପକ ଧାରା ସହିତ ସହିତ ସୁସଙ୍ଗତ । ଏକ ବିବିଧ ଗଣମାଧ୍ଯମ ଇକୋସିଷ୍ଟମରେ ମୁଦ୍ରିତ ଗଣମାଧ୍ୟମର ଗୁରୁତ୍ବକୁ ସ୍ବୀକାର କରି, ସରକାର ନିଜ ସଞ୍ଚାର ରଣନୀତିକୁ ଭଲ ଭାବରେ ଲକ୍ଷ୍ୟବଦ୍ଧ କରିପାରିବେ । ଫଳରେ ବିଭିନ୍ନ ପ୍ଲାଟଫର୍ମ ଜରିଆରେ ପ୍ରଭାବଶାଳୀ ଭାବରେ ନାଗରିକମାନଙ୍କ ନିକଟରେ ପହଞ୍ଚିବା ସହଜ ହେବ I |