ସୁଆର_ମହାସୁଆର_ନିଯୋଗର_ବାସନ୍ଦ_ତାଗିଦ୍‌ .

ସୁଆର_ମହାସୁଆର_ନିଯୋଗର_ବାସନ୍ଦ_ତାଗିଦ୍‌ . -ପୁରୀ: ସୁଆର ମହାସୁଆର ନିଯୋଗ ପକ୍ଷରୁ ବଡ଼ ସୂଚନା -ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶନାମା -ଦୀଘାରେ ଉଦ୍‌ଘାଟିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ନେଇ ନିର୍ଦ୍ଦେଶନାମା -ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେବା ମନା -ସାମିଲ ହେଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ନିଯୋଗରୁ ବାସନ୍ଦ କରାଯିବ -ଶ୍ରୀମନ୍ଦିର ରୋଷ କାର୍ଯ୍ୟରୁ ସବୁଦିନ ବାରଣ କରାଯିବ -ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ଦସ୍ତଖତରେ ସୂଚନା .

ସୁଆର_ମହାସୁଆର_ନିଯୋଗର_ବାସନ୍ଦ_ତାଗିଦ୍‌ .