ସୁଭଦ୍ରା ଯୋଜନା ରେ ଚତୁର୍ଥ କିସ୍ତି ଟଙ୍କା ମିଳିବ...
ସୁଭଦ୍ରା ଯୋଜନା ରେ ଚତୁର୍ଥ କିସ୍ତି ଟଙ୍କା ମିଳିବ...
ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
‘କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା’
‘୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ’
‘୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ’
‘ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା’
‘ଯେଉଁମାନଙ୍କୁ ୨୧ ହେବ, କରାଯିବ ସାମିଲ୍,
୬୦ ଟପିଲେ ପେନସନ୍ ଲିଷ୍ଟକୁ ଯିବେ’