ସ୍ବଚ୍ଛ ଗ୍ରାମ ଗ୍ରାମ ଏବଂ ପଶୁ ମାନଙ୍କର ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ଗୁଜରାଟର 'ଗୋ ନିବାସ' ଧାରଣା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ସ୍ବଚ୍ଛ ଗ୍ରାମ ଗ୍ରାମ ଏବଂ ପଶୁ ମାନଙ୍କର ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ଗୁଜରାଟର 'ଗୋ ନିବାସ' ଧାରଣା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫ ରେ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରାକୃତିକ କୃଷିରେ ନିୟୋଜିତ ଚାଷୀମାନ ଷୀମାନଙ୍କୁ ଅଭିବ ଭିବାଦନ ଜଣାଇ ଶ୍ରୀ ମୋଦୀ କଦଳୀ ଉତ୍ପାଦନ ଦେଖୁଥିଲେ ଏବଂ କଦଳୀ ଗଛର ବର୍ଜ୍ୟ ବ୍ୟବହାର ବିଷୟରେ ର ପଚାରିଥିଲେ। ଚାଷୀ ବୁଝାଇଥିଲେ ଯେ ପ୍ରଦର୍ଶିତ ସମସ୍ତ ସାମଗ୍ରୀ କଦଳୀ ବର୍ଜ୍ୟରୁ ନିର୍ମିତ ମୂଲ୍ୟଯୁକ୍ତ ଉତ୍ପାଦ। ସେମାନଙ୍କର ଉତ୍ପାଦଗୁଡ଼ିକ ସାରା ରତରେ ଅନଲାଇନରେ ବିକ୍ରି ง କି? ବୋଲି ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପଚାରିଥିଲେ, ଯାହା ସମ୍ପର୍କରେ ସେମାନେ ନିଶ୍ଚିତ କରିଥିଲେ। କୃଷକମାନେ ଆହୁରି କହିଥିଲେ ଯେ, ସେମାନେ କୃଷକ ଉତ୍ପାଦକ ସଂଗଠ ଯୋଗଦାନ ସଂଗଠନ (ଏଫପିଓ) ଏବଂ ବ୍ୟକ୍ତିଗତ ଦେଇଥିଲେ ଯେ, ସେମାନଙ୍କର ବଜାର ଏବ ଏବଂ ସୁପରମା ପରମାର୍କେଟରେ ମଧ୍ଯ ଗଦାନକାରୀଙ୍କ ମାଧ୍ୟମରେ ସମଗ୍ର ତାମିଲନାଡୁର ପ୍ରତିନିଧୂତ୍ବ କରୁଛନ୍ତି। ସେ ସୂଚନା ଦେଇ ଉତ୍ପାଦଗୁଡ଼ିକ ଅନଲାଇନରେ ବିକ୍ରି ହୁଏ, ରପ୍ତାନି ହୁଏ ଏବଂ ସାରା ଭାରତରେ ସ୍ଥାନୀୟ ଉପଲବ୍ଧ ହୁଏ। ଶ୍ରୀ ମୋଦୀ ପଚାରିଥିଲେ ଯେ ପ୍ରତ୍ୟେକ ଏଫପିଓରେ କେତେ ଲୋକ ଏକାଠି କାମ କରନ୍ତି, ଏବଂ ଚାଷୀ ଉତ୍ତର ଦେଇଥିଲେ ଯେ ପ୍ରାୟ ଏକ ହଜାର ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ସ୍ବୀକାର କରିଥିଲେ ଧୂଲେ ଏବଂ ଆହୁରି ପଚାରିଥିଲେ ଯେ କେବଳ ଗୋଟିଏ କ୍ଷେତ୍ରରେ କଦଳୀ ଚାଷ କରାଯାଏ କି, ଅନ୍ୟ ଫସଲ ସହିତ ମିଶ୍ରିତ ତ ଭାବେ ଏହାକୁ ଚାଷ କରାଯାଏ । କୃଷକ ସୃଷ୍ଟ କରିଥିଲେ ଯେ ବିଭିନ୍ନ କ୍ଷେତ୍ର ବିଭିନ୍ନ ସ୍ବତନ୍ତ୍ର ଉତ୍ପାଦରେ ସ୍ବତନ୍ତ୍ରତା ବଜାୟ ରଖୁଛନ୍ତି ଏବଂ ସେମାନଙ୍କ ପାଖରେ ଜିଆଇ ଉତ୍ପାଦ ମଧ୍ଯ ଅଛି।
ଅନ୍ୟ ଜଣେ ଚାଷୀ ବୁଝାଇଥିଲେ ଯେ ଚା'ର ଚାରୋଟି ପ୍ରକାର ଅଛି - କଳା ଚା, ଧଳା ଚା, ଓଲଙ୍ଗ ଚା ଏବଂ ସବୁଜ ଚା। ସେ ବିସ୍ତୃତ ଭାବରେ କହିଥିଲେ ଯେ, ଓଲଙ୍ଗ ଚା' ୪୦ ପ୍ରତିଶତ ଫର୍ମେଣ୍ଟେଡ୍ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନୃବ୍ୟ ଦେଇଥିଲେ ଯେ, ଆଜିକାଲି ଧଳା ଚା'ର ଏକ ଗୁରୁତ୍ବପୂର୍ଣ୍ଣ ବଜାର ଅଛି, ଯାହା ସହିତ ଚାଷୀ ସହମତ ହୋଇଥିଲେ। ଚାଷୀମାନେ ବିଭିନ୍ନ ଋତୁରେ ପ୍ରାକୃତିକ କୃଷି ମାଧ୍ୟମରେ ଚାଷ କରାଯାଉଥିବା ବିଭିନ୍ନ ପନିପରିବା ଏବଂ ଫଳ ଯେପରିକି ବିଲାତି, ଆମ୍ବ ଇତ୍ୟାଦି ପ୍ରଦର୍ଶିତ କରିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତା'ପରେ ସଜନା ଛୁଇଁ ଆଡ଼କୁ ଇଙ୍ଗିତ କରି ପଚାରିଲେ ଯେ, ବର୍ତ୍ତମାନ ଏହି ଉତ୍ପାଦର ଏକ ଦୃଢ଼ ବଜାର ଉପସ୍ଥିତି ଅଛି କି ନାହିଁ, ଯାହାର ଉତ୍ତରରେ ଚାଷୀ ଦୃଢ଼ତାର ସହିତ ସକାରାତ ିକ ଉତ୍ତର ଦେଇଥିଲେ। ଶ୍ରୀ ମୋଦୀ ଏହାର ପତ୍ରର ବ୍ୟବହାର ବିଷୟରେ ପଚାରିଥିଲେ ଯାହାର ଉତ୍ତରରେ ଚାଷୀ ବୁଝାଇଥିଲେ ଯେ ସଜନା ପତ୍ର ପାଉଡରରେ ପ୍ରକ୍ରିୟାକରଣ କରାଯାଇ ରପ୍ତାନି କରାଯାଏ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆଜିକାଲି ସଜନା ପତ୍ର ପାଉଡରର ଅଧୂକ ଚାହିଦା ଅଛି, ଏବଂ ଚାଷୀମାନେ ମଧ୍ୟ ଏଥିରେ ସହମତ ହୋଇଥିଲେ। ଶ୍ରୀ ମୋଦୀ ଆହୁରି ପଚାରିଥିଲେ ଯେ, କେଉଁ ଦେଶଗୁଡ଼ିକ ମୁଖ୍ୟତଃ ଏହି ଉତ୍ପାଦ ଆମଦାନୀ କରନ୍ତି। ଚାଷୀ ଉତ୍ତର ଦେଇଥିଲେ ଯେ ପ୍ରମୁଖ ବଜାର ଭିତରେ ଆମେରିକା, ଆଫ୍ରିକୀୟ ଦେଶ, ଜାପାନ ଏବଂ ଦକ୍ଷିଣ ପୂର୍ବ ଏସିଆର କିଛି ଅଂଶ ଅନୁର୍ଭୁକ୍ତ।
ଜଣେ କୃଷକ ସୂଚନା ଦେଇଥିଲେ ଯେ ସମଗ୍ର ପ୍ରଦର୍ଶନୀରେ ତାମିଲନାଡୁର ଜିଆଇ ଉତ୍ପାଦଗୁଡ଼ିକ ଅନୁର୍ଭୁକ୍ତ, କୁମ୍ଭକୋଣମର ପାନ ପତ୍ର ଏବଂ ମଦୁରାଇର ଚମେଲି ସମେତ ୨୫ଟି ସାମଗ୍ରୀ ପ୍ରଦର୍ଶିତ ହୋଇଛି। ଶ୍ରୀ ମୋଦୀ ବଜାରର ବ୍ୟାପକତାତ୍ତରରେ ବିଷୟରେ ପଚା ପଚାରିଥିଲେ, ଯାହାର ଉତ୍ତର ଚାଷୀ କହିଥ ଯେ ଏହି ଉତ୍ପାଦଗୁଡ଼ିକ ସାରା ଭାରତରେ ଉପଲବ୍ଧ ଏବଂ ତାମିଲନାଡୁର ପ୍ରତ୍ୟେକ କାର୍ଯ୍ୟ ଦିବସରେ ବିଶେଷ ଭାବରେ ପ୍ରଦର୍ଶିତ ହୁଏ। ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ବାରାଣସୀର ଲୋକମାନେ ମଧ୍ଯ ପାନ ପତ୍ର ଉତ୍ସ କରନ୍ତି କି ପ୍ରଶ୍ନର ଉତ୍ତରରେ ଚାଷୀ ଏହାକୁ ନିଶ୍ଚିତ କରିଥିଲେ।
ଶ୍ରୀ ମୋଦୀ ଉତ୍ପାଦନ ବୃଦ୍ଧି ବିଷୟରେ ପଚାରିବାରୁ ଚାଷୀ ଉତ୍ତର ଦେଇଥିଲେ ଯେ, ବର୍ତ୍ତମାନ ସେମାନଙ୍କର ୧୦୦ରୁ ଅଧୂକ ଉତ୍ପାଦ ଅଛି ଅଛି, ଯେଉଁଥ୍ରେ ମହୁ ଏକ ପ୍ରମୁଖ ସାମଗ୍ରୀ । ପ୍ରଧାନମନ୍ତ୍ରୀ ବଜାର ସମ୍ଭାବନା ବିଷୟ ଷୟରେ ପଚାରିଥିଲେ, ଏବଂ ଚାଷୀ ଦୃଢ଼ ଭାବ ବରେ କହିଥିଲେ ଯେ ଚାହିଦା ବହୁତ ଅଧୂକ, ସେମାନଙ୍କର ମହୁ ଉତ୍ପାଦ ବିଶ୍ବ ବଜାରରେ ପହଞ୍ଚିଛି।
ପ୍ରଧାନମନ୍ତ୍ରୀଙ୍କୁ ସେମାନେ ଆହୁରି ସୂଚନା ଦେଇଥିଲେ ଯେ, ସେମାନଙ୍କ ପାଖରେ ପ୍ରାୟ ଏକ ହଜାର ପାରମ୍ପରିକ ଧାନ କିସମ ଅଛି, ଯାହାର ପୁଷ୍ଟିକର ମୂଲ୍ୟ ବାଜରା ସହିତ ତୁଳନୀୟ। ଶ୍ରୀ ମୋଦୀ ମନୁବ୍ୟ ଦେଇ ଦେଇଥିଲେ ଯେ ତାମିଲନାଡୁ ଧାନ କ୍ଷେତ୍ରରେ କରିଥିବା କାର୍ଯ୍ୟ ବିଶ୍ବ ସ୍ବରରେ ଅତୁଳନୀୟ। ଚାଷୀ ସହମତ ହୋଇ ଏହି ବିବୃତ୍ତ ଉପରେ ଦୃଢ଼ତା ପ୍ରକାଶ କରିଥିଲେ, ଆହୁରି ମଧ୍ୟ କହିଥିଲେ ଯେ ରପ୍ତାନି କରାଯାଉଥିବା ସମସ୍ତ ଧାନ, ଚାଉଳ ଏବଂ ସମ୍ବନ୍ଧିତ ମୂଲ୍ୟଯୁ ଲ୍ୟଯୁକ୍ତ ଉତ୍ପାଦଗୁଡ଼ିକୁ ଡ଼ିକୁ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯାଇଛି।
ଆଉ ଜଣେ ଚାଷୀଙ୍କ ସହ ଆଲୋଚନା କରି ଶ୍ରୀ ମୋଦୀ ପଚାରିଥିଲେ ଯେ ଯୁବ ଚାଷୀମାନେ ତାଲିମ ପାଇଁ ଆଗକୁ ଆସୁଛନ୍ତି କି? ଚାଷୀ ନିଶ୍ଚିତ କରିଛନ୍ତି ଯେ, ବହୁ ସଂଖ୍ୟକ ଯୁବକ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ମନୁବ୍ୟ ଦେଇଥିଲେ ଯେ, ପିଏଚଡିଧାରୀଙ୍କ ସମେତ ଏପରି ଉଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କୁ ପ୍ରଥମେ ଏହି କାର୍ଯ୍ୟର ମୂଲ୍ୟ ବୁଝିବା ପାଇଁ ସମସ୍ୟା ହୋଇପାରେ, କିନ୍ତୁ ସେମାନେ ଏହାର ଲାଭ ଦେଖୁବା ପରେ ସେମାନେ ଏହାକୁ ପ୍ରଶ ପ୍ରଶଂସା କରିବା ଆରମ୍ଭ କରନ୍ତି।
ଚାଷୀ ବ୍ୟାଖ୍ୟା କରିଥିଲେ ଯେ, ପୂର୍ବରୁ ଏପରି ବ୍ୟକ୍ତିମାନଙ୍କୁ ଅଜବ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ସେଭଳି ବ୍ୟକ୍ତିବିଶେଷ ପ୍ରତି ମାସରେ ୨ ଲକ୍ଷ ଟଙ୍କା ରୋଜଗାର କରନ୍ତି ଏବଂ ସେମାନଙ୍କୁ ଏକ ପ୍ରେରଣା ଣା ଭାବରେ ଦେଖାଯାଏ। ଚାଷୀ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ପ୍ରାକୃତିକ କୃଷି ଯୋଜନା ଅଧୀନରେ ୩,୦୦୦ କଲେଜ ଛାତ୍ରଙ୍କ ସହିତ ୭,୦୦୦ ଚାଷୀଙ୍କୁ ତାଲିମ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଚାରିଲେ ଯେ, ସେମାନଙ୍କ ମାନଙ୍କର ବଜାର ସୁବନ୍ଧ ଅଛି କି? ଚାଷୀ ଉତ୍ତର ଦେଇଥିଲେ ଯେ ସେମାନେ ସିଧାସଳଖ ବଜାର ଏବଂ ଅନ୍ୟ ଦେଶକୁ ରପ୍ତାନି କରନ୍ତି, ଏବଂ କେଶ ତେଲ, ନଡିଆ ଶସ ଏବଂ ସାବୁନ ଭଳି ଉତ୍ପାଦ ମାଧ୍ୟମରେ ମୂଲ୍ୟ ଯୋଗ ମଧ୍ୟ କରନ୍ତି।
ଶ୍ରୀ ମୋଦୀ କହିଛନ୍ତି ଯେ, ଗୁଜରାଟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ "ଗୋ ନିବାସ"ର ଧାରଣା ବିକଶିତ କରିଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ, ସମସ୍ତ ଗ୍ରାମୀଣ ଗୋରୁଙ୍କୁ ଏକ ସାଧାରଣ ସ୍ଥାନରେ ରଖୁବା ଦ୍ବାରା, ଗ୍ରାମ ସଫା ରହିଥାଏ, ଏବଂ ପ୍ରଭାବଶାଳୀ ରକ୍ଷଣାବେକ୍ଷଣ ପାଇଁ ଏହି ବ୍ୟବସ୍ଥାରେ ରେ କେବଳ ଜଣେ ଡାକ୍ତର ଏବଂ ଚାରିରୁ ପାଞ୍ଚ ଜଣ ସହାୟକ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଚାଷୀ ରାଜି ହୋଇ କହିଥିଲେ ଯେ ଏହି ବ୍ୟବସ୍ଥା ଜୀବାମୃତର ବହୁଳ ଉତ୍ପାଦନକୁ ସମର୍ଥନ କରେ, ଯାହା ପରେ ନିକଟସୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଏ।
ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର. ଏନ୍. ରବି ଏବଂ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ମଧ୍ୟ ଉପସ୍ଥିତ ଥିଲେ।