ହୀରାକୁଦ ବନ୍ୟା update...
ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍
ଏବେ ୧୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
ହୀରାକୁଦକୁ ପ୍ରବେଶ କରୁଛି କମ୍,
ହୀରାକୁଦରୁ ନିଷ୍କାସନ ହେଉଛି ଅଧିକ ଜଳ
ହୀରାକୁଦକୁ ପ୍ରବେଶ କରୁଛି ୧ ଲକ୍ଷ ୭ ହଜାର ୬୯୪ କ୍ୟୁସେକ ଜଳ