୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ଭାଷାର 'ଶ୍ରେଷ୍ଠ ଫିଚର୍ ଫିଲ୍ମ' (Best Feature Film)
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ଭାଷାର 'ଶ୍ରେଷ୍ଠ ଫିଚର୍ ଫିଲ୍ମ' (Best Feature Film) ପାଇଁ ଜାତୀୟ ପୁରସ୍କାର ଲାଭ କରିଥିବା ଚଳଚ୍ଚିତ୍ର "ଲହରୀ" (Lahari) ପାଇଁ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏବଂ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରୁଛନ୍ତି।