ବିଧାନ ସଭା Report..
ଜବର ଦଖଲ ମୁକ୍ତ ହେଲାଣି ୨୮ହଜାର ୧୧୧ ଏକର ଜମି
ଜବରଦଖଲକାରୀଙ୍କୁ ସାବାଡ୍ ପାଇଁ ଆକ୍ସନ ମୋଡ୍ରେ ରାଜସ୍ୱ ବିଭାଗ
ବର୍ତ୍ତମାନ ସୁଦ୍ଧା ଜବରଦଖଲ ମୁକ୍ତ ହେଲାଣି ୨୮ ହଜାର ୧୧୧ ଏକର ଜମି
ଆହୁରି ୫ ହଜାର ୨୬୬ ଏକର ଜମି ଜବର ଦଖଲରେ ରହିଛି
୩୦,୪୨୩ ଏକର ଜଙ୍ଗଲ ଜମି ଜବରଦଖଲକାରୀଙ୍କ କବଜାରେ ଅଛି
ବିଧାନସଭାରେ ଲିଖିତ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ