42ତମ ସୌରଚାଳିତ ଆକ୍ୱା ଗାର୍ଡ ସଜ୍ଜିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଉଦଘାଟତ....
ଭୁବନେଶ୍ୱରର ପଟିଆ ସ୍କୋୟାରରେ 5000 ଲିଟର କ୍ଷମତା ବିଶିଷ୍ଟ 42ତମ ସୌରଚାଳିତ ଆକ୍ୱା ଗାର୍ଡ ସଜ୍ଜିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ମାନ୍ୟବର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ |
ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଏବଂ ମାନ୍ୟବର ମେୟର ମାଡାମ ସୁଲୋଚନା ଦାସ ଉପସ୍ଥିତ ଥିଲେ