ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ,ଟିମ୍ ଇଣ୍ଡିଆର ୪୪୫ ରନ୍
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ଭ୍ରମଣକାରୀ ଦଳର ବୋଲରଙ୍କ ଉପରେ ଭାରି ପଡ଼ିଲେ ଟିମ୍ ଇଣ଼୍ଡିଆ ବ୍ୟାଟର ।
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ଭ୍ରମଣକାରୀ ଦଳର ବୋଲରଙ୍କ ଉପରେ ଭାରି ପଡ଼ିଲେ ଟିମ୍ ଇଣ଼୍ଡିଆ ବ୍ୟାଟର । ପ୍ରଥମ ଇନିଂସରେ ଭାରତୀୟ ଦଳ ସମସ୍ତ ଓ୍ବିକେଟ୍ ହରାଇ ୪୪୫ ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ସର୍ବାଧିକ ୧୩୧ ରନ୍ ଇନିଂସ ଖେଳିଥିଲେ । ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୧୨ ରନର ଶତକୀୟ ପାଳି ଖେଳିଥିଲେ ।
ପ୍ରଥମ ଇନିଂସରେ ଭାରତୀୟ ଦଳ ସମସ୍ତ ଓ୍ବିକେଟ୍ ହରାଇ ୪୪୫ ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ସର୍ବାଧିକ ୧୩୧ ରନ୍ ଇନିଂସ ଖେଳିଥିଲେ । ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୧୨ ରନର ଶତକୀୟ ପାଳି ଖେଳିଥିଲେ ।