BJD ଦଳର ସାଙ୍ଗଠନିକ କର୍ମ କର୍ତ୍ତା ମନୋନୀତ:

Sep 5, 2025 - 08:54
 16
BJD ଦଳର ସାଙ୍ଗଠନିକ କର୍ମ କର୍ତ୍ତା ମନୋନୀତ:

BJD ଦଳର ସାଙ୍ଗଠନିକ କର୍ମ କର୍ତ୍ତା ମନୋନୀତ:

ବିଜୁ ମହିଳା ଜନତା ଦଳର ସଭାନେତ୍ରୀ - ସ୍ନେହାଙ୍ଗିନୀ ଛୁରିଆ

୩ ବରିଷ୍ଠ ସାଧାରଣ ସଂପାଦିକା 

     ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ

     ଲେଖାଶ୍ରୀ ସାମନ୍ତସିଂହାର

୧୨ ଜଣ ସାଧାରଣ ସମ୍ପାଦିକା -

ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା, ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ୍, ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆ

୩ ଜିଲ୍ଲାରେ ନୂଆ ସଭାପତି :

ନୃସିଂହ ସାହୁ - ଢେଙ୍କାନାଳ 

ଝିନ ହିକକା - କୋରାପୁଟ 

ଜଗନ୍ନାଥ ସାରକା - ରାୟଗଡା