CBSE ଦଶମ ଫଳ ହେଲା ପ୍ରକାଶିତ...
ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷା ଫଳ ବାହାରିଲା
ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ।
ଛାତ୍ରଛାତ୍ରୀ http://cbse.gov.inରେ ଦେଖିପାରିବେ ରେଜଲ୍ଟ
UMANG Appରେ ମଧ୍ୟ ଦେଖିପାରିବେ ରେଜଲ୍ଟ।
ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା
ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା।