ନୂଆ ୫ ଲକ୍ଷ ହିତାଧିକାରୀ ପେନସନ ରେ ଯୋଡି ହେଲେ...

Nov 8, 2026 - 10:45
 3
ନୂଆ ୫ ଲକ୍ଷ ହିତାଧିକାରୀ ପେନସନ ରେ ଯୋଡି ହେଲେ...

ମଧୁବାବୁ ପେନସନ୍‌ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ

ରାଜ୍ୟର ୫ ଲକ୍ଷ ୫୮୧୭ ଜଣଙ୍କୁ ମିଳିବ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା

ଚଳିତ ବର୍ଷ ଅକ୍ଟୋବରରୁ ମିଳିବ ଭତ୍ତା

ନଭେମ୍ବର ୧୦ରେ ବାଲେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

ଏଣିକି ଆବେଦନର ପର ମାସରୁ ମିଳିବ ପେନସନ୍

BDO କାର୍ଯ୍ୟାଳୟ କିମ୍ବା ଅନଲାଇନ୍‌ର କରିହେବ ଆବେଦନ

୮୦ ବର୍ଷ ହେଲେ ଆପେଆପେ ବୃଦ୍ଧି ପାଇବ ଭତ୍ତା

ବର୍ଦ୍ଧିତ ଭତ୍ତା ପାଇଁ ଆଉ କରିବାକୁ ପଡ଼ିବନି ଆବେଦନ

ମଧୁବାବୁ ପେନସନ୍‌ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ

ରାଜ୍ୟର ୫ ଲକ୍ଷ ୫୮୧୭ ଜଣଙ୍କୁ ମିଳିବ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା

ଚଳିତ ବର୍ଷ ଅକ୍ଟୋବରରୁ ମିଳିବ ଭତ୍ତା

ନଭେମ୍ବର ୧୦ରେ ବାଲେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

ଏଣିକି ଆବେଦନର ପର ମାସରୁ ମିଳିବ ପେନସନ୍

BDO କାର୍ଯ୍ୟାଳୟ କିମ୍ବା ଅନଲାଇନରେ କରିହେବ ଆବେଦନ

୮୦ ବର୍ଷ ହେଲେ ଆପେ ଆପେ ବୃଦ୍ଧି ପାଇବ ଭତ୍ତା

ବର୍ଦ୍ଧିତ ଭତ୍ତା ପାଇଁ ଆଉ କରିବାକୁ ପଡ଼ିବନି ଆବେଦନ