CBSE ବୋର୍ଡ ପରୀକ୍ଷା ଫେବୃଆରୀ ୧୬ ରୁ ଆରମ୍ଭ...
CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା-୨୦୨୭ ପାଇଁ ତାରିଖ ଘୋଷଣା
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା
ପରୀକ୍ଷାର ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା ଡେଟ୍ସିଟ୍
ଦଶମ ଶ୍ରେଣୀରେ ୮୩ଟି ବିଷୟରେ ହେବ ପରୀକ୍ଷା
ଦ୍ୱାଦଶ ଶ୍ରେଣୀରେ ୧୨୧ଟି ବିଷୟରେ ହେବ ପରୀକ୍ଷା
ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ସମସ୍ତ ପରୀକ୍ଷା
CBSEର ଅଫିସିଆଲ୍ ୱେବସାଇଟରେ ଡେଟ୍ସିଟ୍ ଉପଲବ୍ଧ