CHSE ପରୀକ୍ଷା ନିୟନ୍ତ୍ରକଙ୍କ ବଡ଼ ସୂଚନା...

Mar 11, 2026 - 08:45
 9
CHSE ପରୀକ୍ଷା ନିୟନ୍ତ୍ରକଙ୍କ ବଡ଼ ସୂଚନା...

CHSE ପରୀକ୍ଷା ନିୟନ୍ତ୍ରକଙ୍କ ବଡ଼ ସୂଚନା...

ଯୁକ୍ତ ୨ ପିଲାଙ୍କ ପାଇଁ ବଡ଼ ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ

‘ଚଳିତ ବର୍ଷର ଯୁକ୍ତ ୨ ପିଲାଙ୍କୁ ପ୍ରଥମ କରି ମିଳିବ ଇମ୍ଫ୍ରୁମେଣ୍ଟ ପରୀକ୍ଷା ସୁବିଧା’

‘ପିଲାଟି ଯଦି ଯୁକ୍ତ ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବ ଇମ୍ଫ୍ରୁମେଣ୍ଟ ଦେଇପାରିବ’

‘ଯେକୌଣସି ଗୋଟିଏ ବିଷୟରେ ଇମ୍ଫ୍ରୁମେଣ୍ଟ ପାଇଁ ପରୀକ୍ଷା ଦେଇପାରିବ’

‘ଫେଲ୍‌ ହୋଇଥିଲେ ଇମ୍ପୃମେଣ୍ଟ ନୁହେଁ, ଇନଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ’

‘ପ୍ରଥମ ରେଜଲ୍ଟର ୬୦ ଦିନ ଭିତରେ ଇମ୍ପୃମେଣ୍ଟ ପରୀକ୍ଷା ସହ ରେଜଲ୍ଟ’