ସମସ୍ତଙ୍କ ପାଇଁ TET ପାଶ କରିବା ବାଧ୍ୟତାମୂଳକ...
ସମସ୍ତଙ୍କ ପାଇଁ TET ପାଶ କରିବା ବାଧ୍ୟତାମୂଳକ...
TET ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ କଡା ଆଭିମୁଖ୍ୟ
TET କ୍ଲିୟର କରିବା ଅବଧି ୨ରୁ ୩ ବର୍ଷକୁ hela ବୃଦ୍ଧି
୨୦୨୮ ଅଗଷ୍ଟ ୩୧ ସୁଦ୍ଧା TET କ୍ଲିୟର ନିର୍ଦ୍ଦେଶ
TET ପାସ୍ କରିନଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର କରିବା ବାଧ୍ୟତାମୂଳକ
ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ କରିଛନ୍ତି ସୁପ୍ରିମ କୋର୍ଟ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି