ଐତିହାସିକ ଶିଶୁ ଅନନ୍ତ ପୀଠରେ ଥ‌ବା ପ୍ରେକ୍ଷା ଳୟରେ ବିଶ୍ବ ମହିଳା ଦିବସ।

Mar 11, 2026 - 08:55
 9
ଐତିହାସିକ ଶିଶୁ ଅନନ୍ତ ପୀଠରେ ଥ‌ବା ପ୍ରେକ୍ଷା ଳୟରେ ବିଶ୍ବ ମହିଳା ଦିବସ।

ଐତିହାସିକ ଶିଶୁ ଅନନ୍ତ ପୀଠରେ ଥ‌ିବା ପ୍ରେକ୍ଷା ଳୟରେ ବିଶ୍ବ ମହିଳା ଦିବସ। ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶ୍ବର୍ଯ୍ୟ] ବିଶ୍ବାଳ, ଟାଣୁଆ ନେତ୍ରୀ ରଶ୍ମି ମହାପାତ୍ର, ବରିଷ୍ଠ ଲେଖ୍କା ଗିରିଜା ମଞ୍ଜରୀ ପାଢ଼ୀ, କଳିଙ୍ଗ ଟିଭି ର ସହ ସଂପାଦିକା ସୌମ୍ୟା ପରିଡ଼ା ଙ୍କ ସହ ବହୁ ମହିଳା ଏକତ୍ରିତ ହେଇ ବର୍ତ୍ତମାନ ସମାଜ ରେ ମହିଳା ମାନଙ୍କ ଦାୟିତ୍ବ ବିଷୟ ରେ ଆଲୋଚନା କରିଥିଲେ। ଦକ୍ଷା ଫାଉଣ୍ଡେସନ ର ସମ୍ପାଦିକା, ା ବୋହୂ ସୁଲୋଚନା ମହାନ୍ତି ଏହାର ନେତୃତ୍ବ ନେଇଥିଲେ। ଏହା ସହିତ ନିଭୀକ ଖବର, ଅରବିନ୍ଦ ଟ୍ରଷ୍ଟ ସକ୍ରିୟ ସହଯୋଗ କରିଥିଲେ। ପ୍ରକୃତି ବନ୍ଧୁ ଦୀନବନ୍ଧୁ ଖୁବ୍ ଚମତ୍କାର ସଂଯୋଜନା କରିଥଲେ।