CHSE ପିଲାଙ୍କ ପାଇଁ ଶେଷ ସୁଯୋଗ...

Dec 15, 2025 - 13:17
 14
CHSE ପିଲାଙ୍କ ପାଇଁ ଶେଷ ସୁଯୋଗ...

CHSE ପିଲାଙ୍କ ପାଇଁ ଶେଷ ସୁଯୋଗ... 

ଯେଉଁମାନେ ଅନିବାର୍ଯ୍ୟ କାରଣରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ କରି ନଥିବେ ;

ଆସନ୍ତା ଡ଼ିସେମ୍ବର 18 ସୁଦ୍ଧା କରି ପାରିବେ ଫର୍ମ ଫିଲ ଅପ

ଡ଼ିସେମ୍ବର 19 ରେ ମିଳିବ ଆଡମିଟ କାର୍ଡ

ବିନା ଆଡମିଟ କାର୍ଡ ପିଲା ଦେଇ ପାରିବେ ଇଣ୍ଟରନାଲ ପରୀକ୍ଷା

ରେଜିସଟ୍ରେସନ ନମ୍ବର ଆଧାରରେ ଇଣ୍ଟରନାଲ ପରୀକ୍ଷା ଦେଇ ହେବ

କେବଳ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ଦରକାର ହେବ.

ଏହା ଦ୍ୱାରା ଡ୍ରପ ଆଉଟ କମିବାର ଲକ୍ଷ୍ୟ ରଖାଯାଇଛି

ଏପରି ସୂଚନା ଦେଇଛନ୍ତି

ଡକ୍ଟର ପ୍ରଶାନ୍ତ ପରିଡା, ପରୀକ୍ଷା ନିୟନ୍ତ୍ରକ, ଓ 

ଝର ମେହେର, ଅଧ୍ୟାପକ CHSE