Commercial LPG ଗ୍ୟାସ ଅସୁବିଧାରେ ବନ୍ଦ ହୋଇଯିବ ହୋଟେଲ ଶିଳ୍ପ 'ହାରୋ'...

Mar 20, 2026 - 10:29
 13
Commercial LPG ଗ୍ୟାସ ଅସୁବିଧାରେ ବନ୍ଦ ହୋଇଯିବ ହୋଟେଲ ଶିଳ୍ପ 'ହାରୋ'...

Commercial LPG ଗ୍ୟାସ ଅସୁବିଧାରେ ବନ୍ଦ ହୋଇଯିବ ହୋଟେଲ ଶିଳ୍ପ 'ହାରୋ'...

ହୋଟେଲ୍‌/ରେଷ୍ଟୁରାଣ୍ଟକୁ କମରସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଯୋଗାଣ ବନ୍ଦ ପ୍ରସଙ୍ଗ

ହୋଟେଲ୍‌ ଶିଳ୍ପକୁ ଗ୍ୟାସ୍‌ ବନ୍ଦ ନ କରିବାକୁ ଦାବିପତ୍ର ଦେଲା ‘ହାରୋ’

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲା ‘ହାରୋ’

ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ପାଖକୁ ମଧ୍ୟ ଦାବିପତ୍ର ପଠାଇଲେ

ହୋଟେଲ/ରେଷ୍ଟୁରାଣ୍ଟକୁ ଦୈନନ୍ଦିନ କାର୍ଯ୍ୟ LPG ଉପରେ ନିର୍ଭରଶୀଳ

ହଠାତ୍ ଯୋଗାଣ ବନ୍ଦ କିମ୍ବା କମିଯିବାରୁ ଖାଦ୍ୟ ପ୍ରସ୍ତୁତି ପ୍ରଭାବିତ ହେବ

ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପଡ଼ିପାରେ, ବୁକିଂ ବାତିଲ ସମ୍ଭାବନା ରହିଛି

ଖାଲି ହୋଟେଲ୍‌ ଇଣ୍ଡଷ୍ଟ୍ରି ନୁହେଁ ପର୍ଯ୍ୟଟନକୁ ମଧ୍ୟ କ୍ଷତିଗ୍ରସ୍ତ କରିବ

ଓଡ଼ିଶାରେ ୫୦ ହାଜର ଲୋକ ହୋଟେଲ୍‌ ଶିଳ୍ପରେ କାମ କରୁଛନ୍ତି, ପ୍ରଭାବିତ ହେବେ

କମର୍ସିଆଲ LPG ସିଲିଣ୍ଡର ପହଞ୍ଚାଇବାର ସୁବ୍ୟବସ୍ଥା ପାଇଁ ଅନୁରୋଧ