ତେଲ ଅଭିଭ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କ ପ୍ରଧାନମନ୍ତ୍ରୀ କଲେ ଇସ୍ରାଏଲ୍
ତେଲ ଅଭିଭ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କ ପ୍ରଧାନମନ୍ତ୍ରୀ କଲେ ଇସ୍ରାଏଲ୍
୨୫ ଫେବୃଆରୀ ୨୦୨୬: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସରକାରୀ ଗସ୍ତରେ ଇସ୍ରାଏଲରେ ପହଞ୍ଚିଛନ୍ତି । ତେଲ ଅଭିଭ୍ ବିମାନବନ୍ଦରରେ ପହଞ୍ଚିବା ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟ ନ୍ୟାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାରା ନେତାନ୍ୟାହୁ ତାଙ୍କୁ ସ୍ବାଗତ କରିଥିଲେ ।
ଆଗମନ ସମାରୋହ ପରେ, ଦୁଇ ପ୍ରଧାନମନ୍ତ୍ରୀ ଏକ ସଂକ୍ଷିପ୍ତ ସାକ୍ଷାତ କରିଥିଲେ । । ହୋଟେଲରେ, ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଇହୁଦୀ ଭାରତୀୟ ପ୍ରବାସୀ ପ୍ରତିନିଧୂମାନେ ॥ନେ ପ୍ରଧାନମନ୍ତ୍ରୀଙ୍କର ଭବ୍ୟ ସ୍ବାଗତ କରିଥିଲେ । ସ୍ବାଗତ ସମାରୋହରେ ଭାରତୀୟ ଏବଂ ଇସ୍ରାଏଲୀ Iଲୀ କଳାକାରମାନଙ୍କ ଦ୍ବାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା, ଯାହା ଦୁଇ ରାଷ୍ଟ୍ର ମଧ୍ୟରେ ସ୍ଥାୟୀ ବନ୍ଧୁତାର ପ୍ରତୀକ ଥୂଲା ।