DAV କଳିଙ୍ଗ ନଗର ଭୁବନେଶ୍ବର ଠାରେ ଆନୁର୍ଜାତୀୟ ଯୋଗ ଦିବସ ପାଳନ...
DAV କଳିଙ୍ଗ ନଗର ଭୁବନେଶ୍ବର ଠାରେ ଆନୁର୍ଜାତୀୟ ଯୋଗ ଦିବସ ପାଳନ...
ଡି.ଏ.ଭି. ପବ୍ଲିକ ସ୍କୁଲ କଳିଙ୍ଗ ନଗର ଭୁବନେଶ୍ଵରଠାରେ ଯୋଗ ବିଷାରଦ କ୍ଷୀତିଶ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।
ଯୋଗ ପ୍ରଦର୍ଶକ କ୍ଷିତିଶ ଚନ୍ଦ୍ର ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଭୁବନେଶ୍ୱରର କଳିଙ୍ଗ ନଗରସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ସାମିଲ କରି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି।