Dr. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ ୮୫ ତମ ଜନ୍ମ ଜୟନ୍ତୀ...

Nov 20, 2025 - 19:54
 5
Dr. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ ୮୫ ତମ ଜନ୍ମ ଜୟନ୍ତୀ...

ବିଶିଷ୍ଟ ଐତିହାସିକ, ଗବେଷକ, ସ୍ତମ୍ଭକାର ପୁଜ୍ୟପୂଜା ସଂସ୍କୃତି ପ୍ରାଣ ପ୍ରତିଭାଦୀପୁ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ 85 ତମ ଶୁଭଜନ୍ମ ଦିବସ ଅନୁଷ୍ଠିତ ସହିତ ସ୍ବରଚିତ ପୁସ୍ତକ "କଥା ବିଥୀକା "ଉନ୍ମୋଚିତ । ଛାପା ଇତିହାସର ଅପ୍ରକଟ ସତ୍ୟ ଶୀର୍ଷକ ଆଲୋଚନା । ଅନାଲୋଚିତ ତଥ୍ୟ, ଇତିହାସ, ପ୍ରସଙ୍ଗ ପ୍ରମୁଖ ଜନସାଧାରଣଙ୍କ ସମ୍ମୁଖକୁ ଆସିବା ଆଜିର ପ୍ରାସଙ୍ଗିକତା ବୋଲି ବିଶିଷ୍ଟ ଅତିଥ୍‌ ସମୂହଙ୍କ ବକ୍ତବ୍ୟ । କାର୍ଯ୍ୟକ୍ରମରେ ସଂଯୋଜନା ଓ ସଭାପତିତ୍ୱ କରି ବରିଷ୍ଠ ସାମ୍ବାଦିକ, ଅଧ୍ଯକ୍ଷ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ମତ ବ୍ୟକ୍ତି କରିଥିଲେ ଯେ ଓଡିଶା ଇତିହାସର ସଠିକ ଗବେଷଣା ସହିତ ପୁନଃ ପ୍ରକାଶ ପାଇବା ଆବଶ୍ୟକ ।