ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଶ୍ରୀ ପୀୟୁଷ ଗୋୟଲ, ନାଲକୋର ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି।

Dec 25, 2025 - 11:27
Dec 25, 2025 - 11:35
 5
ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଶ୍ରୀ ପୀୟୁଷ ଗୋୟଲ, ନାଲକୋର ମୁଖ୍ୟାଳୟ ପରିଦର୍ଶନ  କରିଛନ୍ତି।

ଭୁବନେଶ୍ବର, ତା୨୪/୧ ତା ୨୪/୧୨/୨୦୨୫ ରିଖ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଶ୍ରୀ ପୀୟୁଷ ଗୋୟଲ, ଆଇଏଏସ୍,

ଆଜି ଭୁବନେଶ୍ବରସ୍ଥିତ ନବରତ୍ନ ତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନା)ର ମୁଖ୍ୟାଳୟ ମୁଖ୍ୟାଳ ପରିଦର୍ଶନ କରିଛନ୍ତି।

ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ଗୋୟଲଙ୍କ ନାଲକୋ ମୁଖ୍ୟାଳୟକୁ ଏହା ପ୍ରଥମ ଗସ୍ତ । ଗସ୍ତ ସମୟରେ । ସେ ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କ ଉପସ୍ଥିତିରେ ଏକ ସମୀକ୍ଷା ସମୀକ୍ଷା ବୈଠକର ଅଧ୍ଯକ୍ଷତା କରିଥିଲେ I ସେ କମ୍ପାନୀର ସମ୍ପ୍ରସାରଣ ତଥା ପରିଚାଳନାଗତ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ I ବୈଠକରେ କମ୍ପାନୀ ବୋର୍ଡର ସଦସ୍ୟ, ଶ୍ରୀ ପଙ୍କଜ କୁମାର ଶର୍ମା, , ନିର୍ଦ୍ଦେଶକ (ଉତ୍ପାଦନ), ଶ୍ରୀ ଜଗଦୀଶ ଅରୋରା, ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ), ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ନାରୀମାନେ ଉପସ୍ଥିତ ଥିଲେ I (ମାନବ ସମ୍ବଳ), ଶ୍ରୀ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ(ଅର୍ଥ) ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାର

ଶ୍ରୀ ଗୋୟଲ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ , ଉତ୍ପାଦନ ଲକ୍ଷ୍ୟ ଲକ୍ଷ୍ୟ ହାସଲ ଏବଂ ପରିଚାଳନାଗତ ଦକ୍ଷତାର ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ । କରିଥିଲେ I ସେ I ନାଲକୋର ସାମୂହିକ ସଫଳତା ତଥା ତଥା ଭୌତିକ ଏବଂ ଆର୍ଥିକ କ୍ଷେତ୍ର ଗୁଡ଼ିକରେ ଦୃଢ଼ ପ୍ରଦର୍ଶନ ପାଇଁ ପ୍ରଶଂସା °ସା କରିଥିଲେ I ଶ୍ରୀ ଗୋୟଲ ନା ନାଲକୋ ସମ ସମୂହକୁ କାର୍ଯ୍ୟର ସମସ୍ତ କ୍ଷେତ୍ରରେ ପ‌ତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବାକୁ ଉତ୍ସାହିତ କରିଥିଲେ I ଏହି ଅବସର€ ଅବସରରେ ଶ୍ରୀ ଗୋୟଲ ପରିବେଶଗତ ସୁରକ୍ଷା ଦିଗରେ ପ୍ରତିବଦ୍ଧତାକୁ ଦର୍ଶ ଦର୍ଶାଇ ଏକ ଚାରା ମଧ୍ଯ ରୋପଣ କରିଥିଲେ I

ଏହି ଗସ୍ତ ସମୟରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାର ରଙ୍କ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅନ୍ୟ ଏକ ବୈଠକ କରେ ଯୋଗଦେବା ସହ ଦାମନଯୋଡ଼ିସ୍ଥିତ ମାଇନ୍ସ ଓ ରିଫାଇନେରୀ କମ୍ପ୍ଲେକ୍ସ ତଥା ଅନୁଗୋଳରେ ଥିବା ସ୍ମେଲଟର ଏବଂ ପାୱାର କମ୍ପ୍ଲେକ୍ସରେ । ନାଲକୋର ସମ୍ପ୍ରସାରଣ କାର୍ଯ୍ୟଗୁଡ଼ିକୁ ତ୍ବରାନ୍ବିତ କରିବା ସମ୍ପର୍କରେ ମଧ୍ଯ ଆ ଆଲୋଚନା କରିଥିଲେ I ସେ ନିଲାମ ହୋଇଥିବା ପ୍ରମୁଖ ଖଣିଜ ବ୍ଲକଗୁଡ଼ିକର କାର୍ଯ୍ୟକ୍ଷମତା ସମ୍ପର୍କରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଭାରତ ସରକାରଙ୍କ ଏଜେନ୍ସି ଏବଂ ନିଲାମ ହୋଇଥିବା ବ୍ଲକଗୁଡ଼ିକର ବିଡରଙ୍କ ସହିତ ଏକ ଖଣି କ୍ଷେତ୍ର ସମୀକ୍ଷା ବୈଠକର ଅଧ୍ଯକ୍ଷତା ମଧ୍ଯ କରିଥ୍ ରିଥିଲେ I