ସହରୀକରଣରେ ନୂଆ ରାସ୍ତା, ଭିତ୍ତିଭୂମିର ବିକାଶ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନାଗରି ଗରିକଙ୍କ ସୁବିଧା ନେଇ ଯୋଜନାବଦ୍ଧ ବିକାଶ ସଂପର୍କରେ ଆଲୋଚନା ।

Nov 20, 2025 - 19:51
 5
ସହରୀକରଣରେ ନୂଆ ରାସ୍ତା, ଭିତ୍ତିଭୂମିର ବିକାଶ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନାଗରି ଗରିକଙ୍କ ସୁବିଧା ନେଇ ଯୋଜନାବଦ୍ଧ ବିକାଶ ସଂପର୍କରେ ଆଲୋଚନା ।

ସହରୀକରଣରେ ନୂଆ ରାସ୍ତା, ଭିତ୍ତିଭୂମିର ବିକାଶ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନାଗରି ଗରିକଙ୍କ ସୁବିଧା ନେଇ ଯୋଜନାବଦ୍ଧ ବିକାଶ ସଂପର୍କରେ ଆଲୋଚନା ।

ଆଗାମୀ । ୫୦ ବର୍ଷକୁ ଦୃଷ୍ଟିରେ ରଖ୍ ପ୍ରସ୍ତୁତ ଯୋଜନା ପ୍ରସ୍ତୁତ କର : ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ

ବସ୍ତିବାସିନ୍ଦାଙ୍କ ପାଇଁ ଯୋଜନା ଭିତ୍ତିକ ସୁଲଭ ଆବାସ ଏବଂ ବୁଲା ଗୋରୁ ଗାଈଙ୍କ ପାଇଁ ନଗର ଉନ୍ନୟନ ମନ୍ତ୍ରୀ ଡଃ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଗୁରୁତ୍ୱ

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୂକ୍ଷକଙ୍କ ମିଳିତ ସମ୍ମିଳନୀରେ ବହୁ ଗୁରୁତ୍ବପୂର୍ଣ୍ଣ ନିର୍ଯ୍ୟାସ ମିଳିଛି ମିଳିଛି, ଯାହା ରାଜ୍ୟର ଅବଲମ୍ବନରେ ସାମଗ୍ରିକ ବିକାଶ ସହାୟକ ହେବ ।

ଆଜି ସମ୍ମିଳନୀର ଦ୍ବିତୀୟ ଦିନର ପ୍ରଥମ ଅଧୂବେଶନ ମାନ୍ୟବର ରାଜ୍ୟ ଆଇନ୍, ପୂର୍ବ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମାନ୍ୟବର ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।

ଏହି ଅଧୂବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ, ଜାତୀୟ ହାରକୁ ଦୃଷ୍ଟିରେ ରଖ୍ ଆମର ସହରୀକରଣକୁ ଆଗକୁ ନେବାର ଅଛି । ସହରର ଉନ୍ନତି ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିଥାଏ । ତେଣୁ ସହରାଂଚଳ ବିକାଶ ସହିତ ଜଡ଼ିତ ପ୍ରତିଟି କ୍ଷେତ୍ରର ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି । ସହରକୁ ବିକାଶର ଇଂଜିନ୍ କରିବାକୁ ପଡ଼ିବ । ଜିଲ୍ଲାର ଆର୍ଥିକ ବିକାଶରେ ସହରୀକରଣର ପ୍ରମୁଖ ଭୂମିକା ରହିଛି । ତେଣୁ ଆଗାମୀ ୫୦ବର୍ଷରୁ ଊର୍ଦ୍ଧ୍ବକୁ ଦୃଷ୍ଟିରେ ରଖ୍ ସହରର

ଯୋଜନାବଦ୍ଧ ନକ୍ସା ପ୍ରସ୍ତୁତି କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ବିଭିନ୍ନ ସହରର ଭିଡ଼ କମାଇବା । ପାଇଁ ବାଇ-ପାସ୍ ରାସ୍ତା ନିର୍ମାଣ, ସହର ଚତୁର୍ପାଶ୍ବରେ ରିଂ-ରୋଡ୍ ନିର୍ମାଣ ଉପରେ ପରେ ପଦକ୍ଷେପ ନେଉଥିବା ସେ ପ୍ରକ ପ୍ରକାଶ କରିଥିଲେ । ଏବେ ବର୍ଜ୍ୟବସ୍ତୁ ପରିଚାଳନା ସହର ପାଇଁ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଥିବା ବେଳେ ଏ ଳେ ଏଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଆଗାମୀ ଦିନରେ ବଡ ବଡ ରାସ୍ତା ନିର୍ମାଣ ବେଳେ ବର୍ଜ୍ୟବସ୍ତୁକୁ ର ରାସ୍ତା ନିର୍ମାଣରେ ବ୍ୟବହାର କରିବା ସଂପର୍କରେ ଯୋଜନା କରିବାକୁ ସେ ଗୁରୁତ୍ବାରୋପ କରିଥିଲେ

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ରାସ୍ତା ନିର୍ମାଣ ସଙ୍ଗେ ସଙ୍ଗେ ତଦନୁସାରେ ଡ୍ରେନେଜ୍ ବ୍ୟବସ୍ଥା ସହ ବିଦ୍ଯୁତ ତ, ଟେଲିଫୋନ୍, ଗ୍ୟାସ ପାଇପଲାଇନ୍ , ପାନୀୟ ଜଳ ସୁବିଧା ପାଇଁ ସ୍ବତନ୍ତ୍ର ୟୁ ୟୁଟିଲିଟି କରିଡର ନିର୍ମାଣ କରା‌ଯିବ । ଅବ୍ୟବସ୍ଥିତ ସହରୀ ଯୋଜନା ଯୋଗୁଁ ଉଦବୃତ୍ତ ବର୍ଷାଜନ ନିଷ୍କାସନରେ ନରେ ବହୁ ସମସ୍ୟା ଉପୁଜୁଛି । ଖାଲଖମା(ପଟହୋଲ) ମୁକ୍ତ ଏବଂ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ସରକାର ଏକ ସ୍ବତନ୍ତ୍ର ନୀତି ଆଣିବେ, ଯାହା ଫଳରେ ସବୁ ପ୍ରକାର ରାସ୍ତା ସୁବିଧାରେ ଓ ନିୟମିତ ଭାବେ ମରାମତି ହୋଇପା ହାଇପାରିବ । ସହରର ଜମି ଅଧୂଗ୍ରହଣ ପ୍ରକ୍ରିୟାକୁ ସରଳୀକରଣ କରାଯିବ, ଯଦ୍ବାରା ନୂଆ ରାସ୍ତା ନିର୍ମାଣ ଓ ଅନ୍ୟ ଭିତ୍ତ ଭିତ୍ତିଭୂମି ପ୍ରକଳ୍ପ ସହଜରେ ହୋଇପାରିବ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ପହଁଚିବା ପାଇଁ ବ୍ୟାପକ ସହରୀକରଣର ସଫଳତାର ଆବଶ୍ୟକତା ସଂପର୍କରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ, ମହାପାତ୍ର ବସ୍ତିମୁକ୍ତ ସହରୀକରଣ ଉପରେ ଗୁରୁତ୍ଵ ଦେଇଥିଲେ । ସେ କହିଥିଲେ ଯେ, କାର୍ଯ୍ୟ ଅନ୍ବେଷଣରେ ଆସି ବସ୍ତିରେ ବସତି ସ୍ଥାପ ସ୍ଥାପନ କରୁଥିବା ବସ୍ତିବାସିନ୍ଦାଙ୍କ ସମସ୍ୟା ସମାଧାନ ସରକାରଙ୍କ ପ୍ରାଥମିକତା ରହିଛି । ସେମାନଙ୍କୁ ବସ୍ତି ଭଳି ଅସ୍ବାସ୍ଥ୍ୟକର କର ପରିବେଶରୁ ବାହାରକୁ ଆଣି ବ୍ୟବସ୍ଥିତ ଢଙ୍ଗରେ ସୁଲଭ ଆବାସ ଯୋଗାଇ ଦେବା ପାଇଁ ଯୋଜନାଭିତ୍ତୀକ ବ୍ୟବହୃ ବସ୍ଥା କରାଯାଉଛି । ବଢୁଥିବା ସହରୀକରଣକୁ ଦୃଷ୍ଟିରେ ରଖୂ ରାଜ୍ୟ ସରକାର ସହର ସଂଲଗ୍ନ ଅଧୂକରୁ ଅଧୂକ ଅଂଚଳକୁ ଟାଉନ୍ ପ୍ଲାନିଂ (ଟିପି) ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖ୍ କାର୍ଯ୍ୟ କରୁଛନ୍ତି, ଯେଉଁଥୂରେ ଲୋକମାନଙ୍କ ପାଇଁ । ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ, ଡ୍ରେନେଜ୍ ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବେ । ଫଳରେ ଉଭୟ ଜମି ସତ୍ବାଧୂକାରୀ ମାନେ ଜମିର ଉପଯୁକ୍ତ ମୂଲ୍ୟ ପାଇବା ସହ ଇଚ୍ଛୁକ ବ୍ୟକ୍ତିଙ୍କର ସହରରେ ଘର ପାଇବାର ସ୍ବପ୍ନ ପୂରଣ ହୋଇପାଠି ପାରିବ । ସହରର ଆର୍ଥିକ ଅବିବୃଦ୍ଧି ଘଟିବ । ସବୁ ମହାନଗର ନିଗମ, ମ୍ୟୁନିସିପାଲିଟି, ପୌରାଂଚଳରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ମନ୍ତ୍ରୀ ଡଃ. ମହାପାତ୍ର ପ୍ରକାଶ କରିଥିଲେ ।

ଯୋଜନା ବଦ୍ଧ ବର୍ଜ୍ୟବସ୍ତୁ ପରିଚାଳନା, ବୁଲା ଗୋରୁ ଗାଈଙ୍କ ପାଇଁ ଗୋଶାଳା ନିର୍ମାଣ, ସବୁ ଅଂଚଳ ଭାବେ ଯେ ମାର୍କେଟ୍ କମ୍ପ୍ଲେକ୍ସି ନିର୍ମାଣ ଉପରେ ମନ୍ତ୍ରୀ 1 ଡଃ ମହାପାତ୍ର ଗୁରୁତ୍ବାରେ ଚାରୋପ କରିଥିଲେ । ସହରରେ ବିଭିନ୍ନ ଅନୁପ୍ରବେଶକାରୀଙ୍କ ଯୋଗୁଁ ଚୋରା ମାଦକ ମାଦକ ଦ୍ରବ୍ୟ ଓ ଓ ବେଆଇନ୍ ଅସ୍ପୃଶ ଅସ୍ତ୍ରଶସ୍ତ୍ର କାରବାରକୁ ରୋକିବା ପାଇଁ ନିୟମିତ ଭାବେ ବସ୍ତିଗୁଡିକୁ ପାଂଚ କରିବାକୁ ଜିଲ୍ଲାପାଳମାନଙ୍କୁ ମନ୍ତ୍ରି ମନ୍ତ୍ରୀ କହିଥିଲେ । । ଯଦ୍ବାରା ସହରର ସମ୍ମାନ ଓ ସୁରକ୍ଷା ବଜାୟ ରହିବ । ରା ରାଜ୍ୟ ଓ ଜିଲ୍ଲାରେ ସମସ୍ ସମସ୍ତ ଟାଉନ୍ ପ୍ଲାନିଂ କାର୍ଯ୍ୟାଳୟ ଓ ମାନବ ସମ୍ବଳ ବୃଦ୍ଧି ଉପରେ ବିଭାଗ ପଦକ୍ଷେପ ନେଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ସହରର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ନିକଟସୁ ଗ୍ରାମାଂଚଳ ଓ ସହରାଂଚଳ ସ‌ହ ମିଳି ମିଳିତ ଭାବେ ବେ ଯୋଜନା କରାଯାଇ ଉଭଯ ଭୟ ପାନୀୟ ୟ ଜଳ ସମସ୍ୟ ସ୍ଯା ଓ ବର୍ଯ୍ୟଜଳ ନିଷ୍କାସନ ସମସ୍ୟାର ଦୂରୀକରଣ ପାଇଁ ଯୋଜନା କରାଯାଉଥିବା ମନ୍ତ୍ରୀ ପ୍ରକାଶ ନାଶ କରିଥିଲେ ।

ରାଜ୍ୟର ପସ୍ଥାପନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ସମଗ୍ର ର ସହରାଂଚଳର ଯୋଜନାବଦ୍ଧ ବିକାଶ ପାଇଁ ରହୁଥ‌ିବା ଆହ୍ବାନ ଓ ଏହାର ସମାଧାନ ପାଇଁ ଏକ ବିସ୍ତୃତ ଉପ କରିଥିଲେ । ସେ ଭୁବନେଶ୍ବର-କଟକ-ପୁରୀ-ପାରାଦ୍ବୀପ ଅର୍ଥନୈତିକ ଅଂଚଳର ବିକାଶ ସହିତ ସମ୍ବଲପୁର, ଝାରସୁଗୁଡା, ଗୋପାଳପୁର ଆଦି ବିଭିନ୍ନ ସହର ରର ବିକାଶ ଶ ପାଇଁ ସମନ୍ବିତ ଯୋଜନା ଉପରେ ଆଲୋକ କପାତ କରିଥିଲେ । ସହର ରୂପାନ୍ତରଣରେ ସବୁଜିମା ବଜା ବଜାୟ ରଖିବା, ସହର ସଂଲଗ୍ନ ଗ୍ରାମ ଗୁଡିକର ବିକାଶ ପାଇଁ ପା ଗ୍ରାମୀଣ-ସହର(ରୁର୍ବାନ) ନୀତିକୁ ବିଭାଗ କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଥିଲେ । ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ଓ ସେମାନେ ସମ୍ମାନଟ ।ନର ସହ କାର୍ଯ୍ୟ ର୍ଯ୍ୟ କରିବା ପାଇଁ ପାଇଁ “ଗରିମା” ଯୋଜନାକୁ ଗୁରୁତ୍ବ, ସହାରାଂଚଳର ଲୋକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ “ସୁଯୋଗ” ଅନ ଲାଇନ୍ ସେବା ବ୍ୟବସ୍ଥା କାର୍ଯ୍ୟକାରୀ ଏବଂ

ସହରାଂଚଳରେ ଅତ୍ୟାବଶ୍ୟକ ସେବା ଯୋଗାଇଦେବା ଉପରେ ସେ ଗୁରୁତ୍ବ ଦେଇଥିଲେ ।

ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ସବୁ ସହରାଂଚଳରେ ଖାଲଖମା ମୁକ୍ତ ଏବଂ ପଥଚାରୀଙ୍କ ରାସ୍ତା ସୁନି ସୁନିଶ୍ଚିତ କରିବା ପାଇଁ ଯୋଜନା ରହିଥ‌ିବା ଏବଂ ଏଥିର କାର୍ଯ୍ୟକାରୀ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ |

ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଐତିହ୍ୟ ପୁରୀ ସହରର ଯୋଜନାବଦ୍ଧ ଉନ୍ନତିକରଣ ପାଇଁ ରହୁଥୂବା ଆହ୍ବାନ ଓ ସମସ୍ୟାର ସମାଧାନ ସଂପର୍କରେ ଉପସ୍ଥାପନ କରି ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପାଳ, କଟକ ଶ୍ରୀ ଦତ୍ତାତ୍ରଯ ଭାଉସାହେବ ସିନ୍ଦେ କଟକ ସହରର ଉଦାହରଣ ଦେଇ ସହରୀକରଣରେ ରହୁଥ‌ିବା ଡ୍ରେନେଜ୍ ସମସ୍ୟା ଓ ସମାଧାନ ସଂପର୍କରେ ଉପସ୍ଥାପନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍ ଆୟାର କେନ୍ଦ୍ରାପଡା ସହରର ଜାରି ରହିଥ‌ିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ଆଗାମୀ ଉନ୍ନତିକରଣ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଭିତରକନିକାକୁ ସଂଯୋଗ କରୁଥିବା ପଟ୍ଟାମୁଣ୍ଡାଇ କେନାଲ ରାସ୍ତାର ଉନ୍ନତି କରଣ ପାଇଁ ସେ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯଦ୍ବାରା ଅଂଚଳରେ ବନ୍ୟା ନିୟନ୍ତ୍ରଣ, ରାଜ୍ୟର ପର୍ଯ୍ୟଟନ ବିକାଶରେ ସହାୟକ ହେବ । ଜିଲ୍ଲାପାଳ ନୂଆପଡା ଶ୍ରୀ ମଧୁସୁଦନ ଦାଶ ନୂଆପଡା ଜିଲ୍ଲାରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ସଂପର୍କିତ ଉତ୍ତମ ଅଭ୍ୟାସ ପଦକ୍ଷେପ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ନିଷେଧ ସହିତ ଏହାର ବିକଳ୍ପ ବ୍ୟବସ୍ଥା କିପରି କରାଯାଇଛି, ତାହାର ସଫଳତାର ଆଲୋଚନା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଥିଲା ।