EDକୁ ହାଇକୋର୍ଟ ଛାଟ...

Jan 12, 2026 - 18:28
 18
EDକୁ ହାଇକୋର୍ଟ ଛାଟ...

EDକୁ ହାଇକୋର୍ଟ ଛାଟ...

କଲିକତା ହାଇକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଶକ୍ତ ଝଟ୍‌କା

ଜରୁରୀ ଶୁଣାଣି ପାଇଁ ଇଡି କରିଥିବା ଆବେଦନ ଖାରଜ

କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କଲେ ମୁଖ୍ୟ ବିଚାରପତି

ପୂର୍ବରୁ ଧାର୍ଯ୍ୟ ୧୪ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ହାଇକୋର୍ଟ ଶୁଣାଣି ଘୁଞ୍ଚାଇଥିଲେ

ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଥିଲେ ହାଇକୋର୍ଟ

ଏହାକୁ ବିରୋଧ କରି ଅନ୍ୟ ଏକ ବେଞ୍ଚ୍‌ରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା ED

ରେଡ୍ ବେଳେ ଇଡି ସହ ମୁହାଁମୁହିଁ ହୋଇଥିଲେ ମମତା ବାନାର୍ଜୀ