Engineering କଲେଜଗୁଡିକ କୋର୍ସ cetificate ପାଇଁ ଆଉ କରି ପାରିବେ ନାହିଁ ଅବହେଳା କିମ୍ବା ଅଧିକ Fees ଦାଵୀ
ଘରୋଇ ଇଞ୍ଜିନିୟରିଂ କଲେଜକୁ ରାଜ୍ୟ ମାନବାଧିକାର କମିଶନଙ୍କ ଛାଟ
କୋର୍ସ ସରିବା ସତ୍ତ୍ବେ ସାର୍ଟିଫିକେଟ ନ ଦେବାରୁ ଲାଗିଲା ଅର୍ଥଦଣ୍ଡ
୨୯ ଜଣ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
ସାର୍ଟିଫିକେଟ ବାବଦକୁ ଆହୁରି ୨୦ ହଜାର ଲେଖାଏଁ ଦେବାକୁ ନିର୍ଦ୍ଦେଶ
ଶିକ୍ଷାନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ଟଙ୍କା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ
୬୦ ଦିନରେ କ୍ଷତିପୂରଣ ନ ଦେଲେ ବାର୍ଷିକ ୧୨% ସୁଧ ହାରରେ ଦେବେ ଟଙ୍କା