IMFA ଚାରିଟିବିଲ ଟ୍ରଷ୍ଟ ପକ୍ଷରୁ ପୁରସ୍କାର ଓ ସମ୍ମାନ ପ୍ରଦାନ ଉତ୍ସବ...
ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ମିଳିଲା ଶାରଳା ପୁରସ୍କାର
ଗଳ୍ପ ସଂକଳନ 'ମ୍ୟାଟିନି ସୋ' ପାଇଁ ପ୍ରଦାନ କରାଗଲା ଶାରଳା ପୁରସ୍କାର
ଭୁବନେଶ୍ବରରେ ବର୍ଣ୍ଣାଢ୍ୟ ସମାବେଶରେ ପୁରସ୍କୃତ କରାଗଲା
ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ
ଚିତ୍ରଶିଳ୍ପୀ ବଳଦେବ ମହାରଥା ମଧ୍ୟ ହେଲେ ସମ୍ମାନିତ
ସଙ୍ଗୀତ ଗୁରୁ ରାମହରି ଦାସ ମଧ୍ୟ ସମ୍ମାନିତ
ଉଭୟ ଇଲା ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ
ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ
ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଦିଆଯାଉଛି ପୁରସ୍କାର