ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନ ଏବଂ ଜାମ୍ମୁ -କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେସନରେ ଅସାଧାରଣ ସାହସ ପ୍ରଦର୍ଶନ କରିଥିବା ବୀରତ୍ଵ ପଦକ ବିଜେତା ଅଂଶଗ୍ରହଣ କରିବେ।
ବୀରତ୍ଵ ପଦକ ବିଜେତା ଅଂଶଗ୍ରହଣ କରିବେ। ଏହି ସାହସୀ ବ୍ୟକ୍ତିମାନେ ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନ ଏବଂ ଜାମ୍ମୁ -କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେସନରେ ଅସାଧାରଣ ସାହସ ପ୍ରଦର୍ଶନ କରିଥିଲେ। ପଶ୍ଚିମ ସୀମାରେ ଅପରେସମ ସିନ୍ଦୁର ସମୟରେ ବି. ଏସ୍. ଏଫ୍. କର୍ମଚାରୀମାନେ ସେମାନଙ୍କର ଅତୁଳନୀୟ ବୀରତ୍ବ ଏବଂ ସାହସ ପ୍ରଦର୍ଶନ କରିଥିଲେ।
ପରେଡ ସହିତ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୯୦୦ କଳାକାର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିବେ, ଯାହା ଆମ ସଂସ୍କୃତି ଏବଂ ଜାତୀୟ ଏକତାର ସମୃଦ୍ଧ ବିବିଧତା ଉପରେ ଆଲୋକପାତ କରିବ।
ଦେଶପ୍ରେମର ଭାବନାକୁ ନାକୁ ଆ ଆଲୋକିତ ନାଗରିକଙ୍କୁ କଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ ରାଷ୍ଟ୍ରୀୟ ଏକତା ଦିବସ ସମାରୋହର ଉଦ୍ଦେଶ୍ୟ ହେଉଛି ଜାତୀୟ ଏକତା, ସୌହାର୍ଘ୍ୟ ଏବଂ କରିବା, ନାଗରିକମାନଙ୍କୁ ଏହି ମୂଲ୍ୟବୋଧକୁ ଗ୍ରହଣ କରିବାକୁ ପ୍ରେରଣା ଦେବା। ସମସ୍ତ କରିବା । ଏବଂ ଏହି ଭବ୍ୟ ତଥା ଶୁଭ ଉତ୍ସବରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରାଯାଉଛି।
ନଭେମ୍ବର ୧ ରୁ ୧୫ ୨୦୨୫ ପର୍ଯ୍ୟନ୍ତ, ଏକତା ନଗର ଭାରତ ପର୍ବ ଆୟୋଜନ କରିବ, ଯେଉଁଥ୍ରେ ବିଭିନ୍ନ ରାଜ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏକ ଖାଦ୍ୟ ଉତ୍ସବ ପ୍ରଦର୍ଶିତ ହେବ। ନଭେମ୍ବର ୧୫ ରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତ୍ର ଜୟନ୍ତୀ ପାଳନ କରୁ କରୁଥୂବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହିତ ଏହି ଉତ୍ସବ ସମାପ୍ତ ହେବ, ଯାହା ଆମର ଆଦିବାସୀ ସମ୍ପ୍ରଦାୟର ଗୌରବମୟ ସଂସ୍କୃତି ଏବଂ ଆବେଗକୁ ପ୍ରତିଫଳିତ କରିବ ।
ଇକାଇଥାଏ। ତାଙ୍କ ନେତୃତ୍ୱ ଏବଂ ଜାତୀୟ ଏକତା ପ୍ରତି ଅତୁଟ ପ୍ରତିବଦ୍ଧତା ହେତୁ, ସର୍ଦ୍ଦାର ପଟେଲଙ୍କୁ "ଜାତୀୟ ଏକତାର ସୁପତି ଏବଂ ଭାରତର ଲୌହ ପୁରୁଷ" ଭାବରେ ସମ୍ମାନିତ କରାଯାଏ ।
ସତପୁରା ଏବଂ ବିନ୍ଧ୍ୟାଚଳ ପର୍ବତମାଳା ମଧ୍ଯରେ ଅବସ୍ଥିତ, ଏକତା ନଗର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସାଂସ୍କୃତିକ ସମୃଦ୍ଧି ସହିତ ମିଶ୍ରଣ କରି "ବିବିଧତା ମଧ୍ୟରେ ଏକତା" ର ଧାରଣାକୁ ପ୍ରତିଫଳିତ କରେ ।
ଇଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସର ଅନନ୍ୟ ଉତ୍ସବରେ ଗୁଜରାଟର ନର୍ମଦା ଜିଲ୍ଲାର ଏକତା ନଗରରେ ଏକ ଭବ୍ୟ ପରେଡ ଏବଂ ସାଂସ୍କୃତିକ ଉତ୍ସବ ଅନୁର୍ଭୁକ୍ତ ହେବ। ପରେଡ ସମୟରେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ରାଜ୍ୟ ପୋଲିସ ବାହିନୀ ସେମାନଙ୍କର ଦକ୍ଷତା, ଶୃଙ୍ଖଳା ଏବଂ ବୀରତ୍ଵ ପ୍ରଦର୍ଶନ କରିବେ। ଚଳିତ ବର୍ଷର ଜାତୀୟ ଏକତା ଦିବସ ଘରେଡରେ ସୀମା ସୁରକ୍ଷା ବାହିନୀ (ବି. ଏସ୍. ଏଫ୍.), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସି. ଆର୍. ପି. ଏଫ୍.), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି. ଆଇ. ଏସ୍. ଏଫ୍.), ଭାରତ-ତିବ୍ଦତୀୟ ସୀମା ପୋଲିସ୍ (ଆଇ. ଟି. ବି. ପି.) ଏବଂ ସଶସ୍ତ୍ର ସୀମା ବଳ (ଏସ୍. ଏସ୍. ବି.) ର ଦଳ ସହିତ ଆସାମ, ତ୍ରିପୁରା, ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ଜାମ୍ମୁ-କାଶ୍ମୀର, କେରଳ, ଆନ୍ଧ୍ର ପ୍ରଦେଶ ଏବଂ ଏନ୍. ସି. ସି. ର ପୋଲିସ୍ ବାହିନୀ ସାମିଲ ହେବେ। ପରେଡରେ ଅଶ୍ବାରୋହୀ ଏବଂ ଓଟ-ମାଉଣ୍ଟେଡ୍ ଦଳ, ସ୍ବଦେଶୀ କୁକୁର ପ୍ରଜାତି ଦ୍ବାରା ପ୍ରଦର୍ଶନ ଏବଂ ବିଭିନ୍ନ ସାମରିକ କଳା ଏବଂ ନିରସ୍ତ ଯୁଦ୍ଧ ଅଭ୍ୟାସ ମଧ୍ଯ ପ୍ରଦର୍ଶିତ ହେବ।
ଏହି ପରେଡରେ ମହିଳା ପୋଲିସ ଅଧୂକାରୀ ଏବଂ କର୍ମଚାରୀଙ୍କ ଅଂଶଗ୍ରହଣ ଉପରେ ମଧ୍ୟ ଆଲୋକପାତ କରାଯିବ। ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଉଥିବା 'ଗାର୍ଡ ଅଫ୍ ଅନର୍' ର ନେତୃତ୍ବ ଜଣେ ମହିଳା ଅଧୂକାରୀ ନେବେ। ସି. ଆଇ. ଏସ୍. ଏଫ୍. ଏବଂ ସି. ଆର୍. ପି. ଏଫ୍. ର ମହିଳା କର୍ମଚାରୀମାନେ ଭାରତର ଝିଅମାନଙ୍କ ଶକ୍ତି ଏବଂ ସାହସ ପ୍ରଦର୍ଶନ କରି ସାମରିକ କଳା ଏବଂ ନିରସ୍ବ ଯୁଦ୍ଧ ଅଭ୍ୟାସ ପ୍ରଦର୍ଶନ କରିବେ।
ଇଳିତ ବର୍ଷର ପରେଡରେ ବି. ଏସ୍. ଏଫ୍. ର ଭାରତୀୟ ପ୍ରଜାତିର କୁକୁର, ଗୁଜରାଟ ପୋଲିସର ଅଶ୍ବାରୋହୀ ବାହିନୀ, ଆସାମ ପୋଲିସର ମୋଟରସାଇକେଲ୍ ଡେୟାରଡେଭିଲ୍ ସୋ ଏବଂ ବି. ଏସ୍. ଏଫ୍. ର ଓଟ ବାହିନୀ ଏବଂ ଓଟ ମାଉଣ୍ଟେଡ୍ ବ୍ୟାଣ୍ଡକୁ ନେଇ ଏକ ପଦଯାତ୍ରା ଦଳ ମଧ୍ଯ ପ୍ରଦର୍ଶିତ ହେବ, ଯାହା ପ୍ରମୁଖ ଆକର୍ଷଣ ହେବ। ଏହାବ୍ୟତୀତ, ଦେଶୀ କୁକୁର ପ୍ରଜାତି-ରାମପୁର ଟ୍ରାଉଣ୍ଡ ଏବଂ ମୁଧୋଲ ହାଉଣ୍ଡ-ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବେ। ଏହି ପ୍ରଜାତିଗୁଡ଼ିକ ଆତ୍ମନିର୍ଭର ଭାରତର ଭାବନାକୁ ପ୍ରତିଫଳିତ କରି ବି. ଏସ୍. ଏଫ୍. ଅପରେସନ ସମୟରେ ଶକ୍ତି ଭାବେ ଗୁରୁତ୍ବପୂର୍ଣ ଯୋଗଦାନ ଦେଇଛନ୍ତି। ନିକଟରେ, ଅଖୂଳ ଭାରତୀୟ ପୋଲିସ କୁକୁର ପ୍ରତିଯୋଗିତାରେ, ମୁଧୋଲ ହାଉଣ୍ଡ "ରିୟା" ପ୍ରଥମ ସ୍ଥାନ ହାସଲ କରିଛି ଏବଂ ଚଳିତ ବର୍ଷର ଘରେଡରେ ଡଗ୍ ସ୍କାଡର ନେତୃତ୍ବ ନେବ।
ଜାତୀୟ କ୍ୟାଡେଟ୍ କର୍ମ୍ମ (ଏନ. ସି. ସି.) କ୍ୟାଡେଟ୍ ଏବଂ ସ୍କୁଲ ବ୍ୟାଣ୍ଡ ସେମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଦ୍ବାରା ସମାରୋହର ଭବ୍ୟତା ବୃଦ୍ଧି କରିବେ । ଯୁବ ଏନସିସି କ୍ୟାଡେଟମାନେ ସେମାନଙ୍କ ଶୃଙ୍ଖଳା ଏବଂ ଉତ୍ସାହ ମାଧ୍ୟମରେ "ଏକତା ହିଁ ଶକ୍ତି" ବାର୍ତ୍ତା ପ୍ରଦାନ କରିବେ। ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଦଳ ଦ୍ବାରା ଏକ ଚମତ୍କାର ବିମାନ ପ୍ରଦର୍ଶନୀ ପରେଡକୁ ଆହୁରି ଆକର୍ଷଣୀୟ କରିବ ।
ବିବିଧତା ମଧ୍ୟରେ ଏକତା ବାର୍ଷା ଉପରେ ଗୁରୁତ୍ବ ଦେବା ପାଇଁ, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରଜ୍ଞାପନ ମେଢ଼ ମଧ୍ଯ ଘରେଡର ଅଂଶ ହେବ। ଚଳିତ ବର୍ଷର ଜାତୀୟ ଏକତା ଦିବସ ପରେଡରେ ଜାତୀୟ ସୁରକ୍ଷା ଗାର୍ଡ (ଏନ୍. ଏସ୍. ଜି.), ଏନ୍. ଡି. ଆର୍. ଏଫ୍., ଗୁଜରାଟ, ଜାମ୍ମୁ-କାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ମଣିପୁର, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରାଖଣ୍ଡ ଏବଂ ଘୁଡୁଚେରୀର ୧୦ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ, ଯାହାର ବିଷୟବସ୍ତୁ ହେଉଛି "ବିବିଧତା ମଧ୍ୟରେ ଏକତା" ।
ଇଳିତ ବର୍ଷର ପରେଡକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବି. ଏସ୍. ଏଫ୍., ସି. ଆର୍. ପି. ଏଫ୍., ସି. ଆଇ. ଏସ୍. ଏଫ୍., ଏସ୍. ଏସ୍. ବି., ଦିଲ୍ଲୀ ପୋଲିସ୍, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଜାମ୍ମୁ-କାଶ୍ମୀରର ବ୍ରାସ୍ ବ୍ୟାଣ୍ଡ ମଧ୍ୟ ଅଂଶଗ୍ରହଣ କରିବେ। ଇଳିତ ବର୍ଷ ପରେଡରେ ସି. ଆର୍. ପି. ଏଫ୍. ର ପାଞ୍ଚ ଜଣ ଶୌର୍ଯ୍ୟ ଚକ୍ର ପୁରସ୍କାର ବିଜେତା ଏବଂ ବି. ଏସ୍. ଏଫ୍. ର ୧୬ ଜଣ