IPS ସ୍ତରରେ ହେଲା ପରିବର୍ତ୍ତନ/ ପଦୋନ୍ନତି...

Jan 1, 2026 - 18:06
 48
IPS ସ୍ତରରେ ହେଲା ପରିବର୍ତ୍ତନ/ ପଦୋନ୍ନତି...

IPS ସ୍ତରରେ ହେଲା ପରିବର୍ତ୍ତନ/ ପଦୋନ୍ନତି...

ବରିଷ୍ଠ IPSଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ସତ୍ୟଜିତ ନାୟକ, ଉମାଶଙ୍କର ଦାସଙ୍କୁ IG ପାହ୍ୟାକୁ ପଦୋନ୍ନତି

କେନ୍ଦ୍ରୀୟ ଡେପୁଟେସନରେ ଥିବା ଆର୍. ପ୍ରକାଶଙ୍କୁ ମଧ୍ୟ IG ପାହ୍ୟା

ଏସ୍‌. ସାଇନିଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି

କେନ୍ଦ୍ରୀୟ ଡେପୁଟେସନରେ ଥିବା ସୂର୍ୟା ଥାଙ୍କାପାନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟା

ଏମ୍.ଏସ୍ ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି