OTET ପରୀକ୍ଷା...

Nov 12, 2025 - 12:32
 22
OTET ପରୀକ୍ଷା...

ଆସନ୍ତା ଡିସେମ୍ବର ୧୭ ତାରିଖରେ OTET ପରୀକ୍ଷା

ପରୀକ୍ଷା ତାରିଖ ଓ ସୂଚୀ ପ୍ରକାଶ କଲା ବୋର୍ଡ

ପେପର-୧: ସକାଳ ୯ଟା ରୁ ୧୧ଟା ୩୦*

ପେପର-୨: ଅପରାହ୍ନ ୨ଟାରୁ ୪ଟା ୩୦

କେବଳ ଅନ୍‌ଲାଇନ୍‌ରେ ହିଁ ଗ୍ରହଣ କରାଯିବ ଆବେଦନ

bseodisha.ac.in ରେ ଆବେଦନ କରିପାରିବେ ପ୍ରାର୍ଥୀ.

ଆବେଦନର ଶେଷ ତାରିଖ ୨୫ ନଭେମ୍ବର ରାତି ୧୧:୫୯