T-20 ବିଶ୍ୱକପ ର ହାଲ ଚାଲ...

Feb 16, 2026 - 12:22
 7
T-20 ବିଶ୍ୱକପ ର ହାଲ ଚାଲ...

T-20 ବିଶ୍ୱକପ ର ହାଲ ଚାଲ...

ଟି ଟ୍ବେଣ୍ଟି ବିଶ୍ବକପ: ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ

କଲମ୍ବୋରେ ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ

୧୭୬ ଟାର୍ଗେଟକୁ ପିଛା କରି ପାକିସ୍ତାନ ୧୧୪ରେ ଅଲଆଉଟ୍

ହାର୍ଦ୍ଦିକ, ବୁମ୍‌ରା, ଅକ୍ଷର ଓ ବରୁଣଙ୍କୁ ୨ଟି ଲେଖାଏଁ ୱିକେଟ୍

ବିଜୟ ସହ ସୁପର ଏଇଟ୍‌ରେ ପ୍ରବେଶ କଲା ଭାରତ

ଭାରତର ଜିତାପଟ ଆଗକୁ ହିଁ ଧାବମାନ ଅବସ୍ଥାରେ